Перейти к содержимому

Train Runs, Sparks Fly Beneath It! Terrifying Scenes in Dhenkanal

OTV

0:00 / 0:00

Train Runs, Sparks Fly Beneath It! Terrifying Scenes in Dhenkanal

6 455 просмотров · 12 часов назад
OTV
12,4 млн подписчиков
6 455 просмотров · 12 часов назад
#ଧାଉଁଛି_ଟ୍ରେନ୍ #ତଳୁ_ବର୍ଷୁଛି_ନିଆଁ ! ଧାଉଁଛି ଟ୍ରେନ୍... ଆଉ ତଳୁ ବର୍ଷୁଛି ନିଆଁ ! ରେଳ ଧାରଣା ଉପରେ ଛିଟିକି ପଡ଼ୁଛି ଅଗ୍ନିର ସ୍ଫୁଲିଙ୍ଗ । ଦୂରରୁ ଦେଖିଲେ ଲାଗୁଛି, ଯେମିତି ଚଳନ୍ତା ଟ୍ରେନ୍ ରେ ଲାଗିଯାଇଛି ଭୟଙ୍କର ନିଆଁ । ଟିକେ ଭଲ କରି ନଜର ପକାନ୍ତୁ ଏହି ଭୟ ସୃଷ୍ଟି କରୁଥିବା ଦୃଶ୍ୟ ଉପରେ... ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଛାଡ଼ି କଟକ ଅଭିମୁଖେ ଆଗକୁ ବଢ଼ୁଛି ଏକ ରେଲୱେ ଗ୍ରାଇଣ୍ଡିଂ ମେସିନ୍। ଆଉ ମେସିନ୍ ର ତଳ ପଟୁ ଲଗାତାର ବାହାରୁଛି ନିଆଁର ଫୁଲକି। ରାତିର ଅନ୍ଧାରରେ ଅଗ୍ନିବର୍ଷାର ଏହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ। କିଏ ଭାବିଲା ଟ୍ରେନ୍ ରେ ନିଆଁ ଲାଗିଛି ତ ଆଉ କିଏ ଅଘଟଣ ଘଟିଥିବା ଆଶଙ୍କା କରିଥିଲେ। ଦୃଶ୍ୟ ଦେଖିବାକୁ ଘରୁ ବାହାରି ଆସିଥିଲେ ଅନେକ ଲୋକ। ହେଲେ ଯାହାକୁ ଦେଖି ଲୋକେ ଡରି ଯାଇଥିଲେ, ତାହା ପ୍ରକୃତରେ କୌଣସି ଅଘଟଣ ନଥିଲା। ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ଗ୍ରାଇଣ୍ଡିଂ କାମ ବେଳେ ଏଭଳି ନିଆଁର ସ୍ଫୁଲିଙ୍ଗ ବାହାରିଥାଏ। ଟ୍ରାକ୍ ର ଉପରିଭାଗକୁ ସମତଳ ଓ ସୁଗମ କରିବା ପାଇଁ ରେଲୱେ ପକ୍ଷରୁ ବ୍ୟବହୃତ ହେଉଥିବା ଗ୍ରାଇଣ୍ଡିଂ ମେସିନ୍ ରୁ ସୃଷ୍ଟି ହୋଇଥିଲା ଏହି ଭୟଙ୍କର ଦେଖାଯାଉଥିବା ନିଆଁ। #DhenkanalNews #RailwayGrinding #TrainSparks #RailwayTrack #RailwayMaintenance #ViralVideo #OdishaNews #Cuttack #OdishaTV #OTV A railway grinding machine moving from Dhenkanal Main Station towards Cuttack created a dramatic spectacle at night, with continuous sparks flying from underneath and scattering onto the railway tracks. The frightening visuals briefly triggered panic among local residents, with some fearing that a train had caught fire or that an accident had occurred. However, there was no mishap. The sparks were generated by the railway grinding machine during track maintenance and grinding work. The machine is used to smooth and level the upper surface of the railway tracks, resulting in the fiery sparks seen in the darkness. For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook:   / otvkhabar   OTV English Facebook :   / otvnews   Telegram @otvtelegram @otvkhabar Twitter:   / otvnews   Instagram:   / otvnews   #OdishaTV #OTV