Перейти к содержимому

Odia Bhajan | ବିପତ୍ତି ଖଣ୍ଡନ ଦୁଃଖୀ ରଙ୍କଧନ | ଅଲେଖ ମହିମା | Bhakti Song

Bramh kunj bhakti jagran

0:00 / 0:00

Odia Bhajan | ବିପତ୍ତି ଖଣ୍ଡନ ଦୁଃଖୀ ରଙ୍କଧନ | ଅଲେଖ ମହିମା | Bhakti Song

3 079 просмотров · 7 дней назад
Bramh kunj bhakti jagran
1,14 тыс. подписчиков
3 079 просмотров · 7 дней назад
Odia Bhajan | ବିପତ୍ତି ଖଣ୍ଡନ ଦୁଃଖୀ ରଙ୍କଧନ | ଅଲେଖ ମହିମା | Bhakti Song 🌺 🙏 ଜୟ ଅଲେଖ ମହିମା 🙏 🌺 ବିପତ୍ତି ଖଣ୍ଡନ ଦୁଃଖୀ ରଙ୍କଧନ ଅଖିଳ ବ୍ରହ୍ମାଣ୍ଡ ନାଥ। प्रस्तुत है एक भावपूर्ण ओड़िया भक्ति रचना, जिसमें भक्त अनाकार ब्रह्म, परमात्मा और अलख महिमा के चरणों में अपनी पीड़ा, विनती और समर्पण व्यक्त करता है। इस भजन में भक्त अपने जीवन के कष्टों से मुक्ति, प्रभु की कृपा और अपने अपराधों के लिए क्षमा की प्रार्थना करता है। यह रचना हमें धैर्य, निष्ठा, निष्काम भक्ति और परमात्मा पर अटूट विश्वास रखने का संदेश देती है। 🙏 ଭକ୍ତିର ଭାବ | Devotional Message ଅଲେଖ ମହିମା ଅପାର। ପ୍ରଭୁଙ୍କ କୃପା ଅମୃତଧାର। जब जीवन में कठिनाइयाँ आती हैं, तब सच्ची श्रद्धा और विश्वास मनुष्य को आगे बढ़ने की प्रेरणा देते हैं। यह ओड़िया भक्ति पद भक्त और परमात्मा के बीच के गहरे संबंध को दर्शाता है। ✨ इस भजन की विशेषताएँ | Highlights 🔸 ଅଲେଖ ମହିମା ଭଜନ 🔸 ଅଣାକାର ବ୍ରହ୍ମଙ୍କ ମହିମା 🔸 भक्त की करुण प्रार्थना 🔸 मन को शांति देने वाली आध्यात्मिक वाणी 🔸 Odia Devotional Song 🔸 Spiritual & Peaceful Bhakti Music 🌼 भक्ति का संदेश | Message of Devotion प्रभु के प्रति सच्ची निष्ठा रखें, अपने मन में दया और विनम्रता बनाए रखें तथा हर परिस्थिति में परमात्मा पर विश्वास रखें। 🙏 ଜୟ ଅଲେଖ ମହିମା। 🙏 जय परमब्रह्म। 🙏 जय जगन्नाथ। वीडियो पसंद आए तो Like करें, अपने परिवार और मित्रों के साथ Share करें और ऐसे ही भक्ति गीतों के लिए हमारे YouTube चैनल को Subscribe करना न भूलें। 🔔 नई भक्ति प्रस्तुतियों के लिए Bell Icon दबाएँ। ❤️ आपका सहयोग ही हमारी प्रेरणा है। #OdiaBhajan #AlakhMahima #BhimaBhoi #OdiaBhaktiSong #MahimaDharma #OdiaDevotionalSong #OdiaBhajan #AlakhMahima #BhimaBhoi #OdiaBhaktiSong #MahimaDharma #OdiaDevotionalSong #OdiaBhajan2026 #AnakarBrahma #OdiaSpiritualSong #ଭୀମଭୋଇ #ଅଲେଖମହିମା #ଓଡ଼ିଆଭଜନ #ମହିମାଧର୍ମ #ଭକ୍ତିଗୀତ #ଓଡ଼ିଆଭକ୍ତିଗୀତ Odia Bhajan, Odia Bhakti Song, Alakh Mahima Bhajan, Bhima Bhoi Bhajan, Odia Mahima Bhajan, Mahima Dharma Bhajan, Anakar Brahma Bhajan, Odia Devotional Song, Odia Spiritual Song, Odia Bhajan 2026, Alakh Brahma Mahima, Bhakti Geeta Odia, Odia Prarthana, ଅଲେଖ ମହିମା ଭଜନ, ଭୀମ ଭୋଇ ଭଜନ, ଓଡ଼ିଆ ଭକ୍ତି ଗୀତ, ମହିମା ଧର୍ମ ଭଜନ, ଅଣାକାର ବ୍ରହ୍ମ, ଅଲେଖ ମହିମା, ଭକ୍ତି ଗୀତ, ଶୂନ୍ୟ ବ୍ରହ୍ମ ମହିମା। ବିପତ୍ତି ଖଣ୍ଡନ ଦୁଃଖୀ ରଙ୍କଧନ ଅଖିଳ ବ୍ରହ୍ମାଣ୍ଡ ନାଥ । ଆଜ୍ଞା ଅନୁସରି କୃପା ହେବ ବୋଲି ପ୍ରସାରିଛି ବେନିହସ୍ତ ॥୧॥ ଛପନ କୋଟି ଜୀବଜନ୍ତୁ ଈଶ୍ୱର ତ୍ରିଭୁବନ ଗତି ପତି । ଦୟା ହେବ ବୋଲି ମନେ ମନେ ଭାଳି ଉଲ୍ଲାସ କରୁଛି ଛାତି ॥୨॥ ଦଗଧରେ ଦେହ ପୋଡୁଛି ହୃଦୟ ଅଣାକାର ବ୍ରହ୍ମମୟ । କ୍ଷଣକେ ରୋଦନ କ୍ଷଣେ ଶାନ୍ତିମନ ଅଞ୍ଚଳରେ ପୋଛେ ଲୁହ ॥୩॥ ଖଳବଳ କରୁଅଛ ଆଦିମୂଳ କେତେଦିନେ ସର୍ବସିଦ୍ଧି । କାଳଦଣ୍ଡ କଷ୍ଟ କେତେ ମୁଁ ସହିବି ପ୍ରାଣକୁ ଗଲାଣି ବାଧା ॥୪॥ ଅଣବୁଝାମଣା କରି ସେ ଭାବନା ଧରି ମାରୁଅଛ ଦେଖ । ନିଗୂଢ଼ ମନ୍ଦିରେ ପକାଇ ବନ୍ଦୀରେ ଦେଉଅଛ କେତେ ଦୁଃଖ ॥୫॥ କ୍ଷୁଧା ତୃଷା ମାରି ଆହାର ନ କରି ରହିଅଛି ନିର୍ଜଳେ । ଟଳଟଳ ଆତ୍ମା ଟଳି ନ ପଡୁଛି ଏକା ପରଂବ୍ରହ୍ମ ବଳେ ॥୬॥ ଜନ୍ମରେ ମୁଁ ଏକା କର୍ମରେ ନିଶାଖା ଅଟଇ ଯେ ନିରିମାଖୀ । ଅଦୋଷରେ ମୋତେ ବୃଥାର୍ଥେ ଦଣ୍ଡୁଛ ଚନ୍ଦ୍ର ସୂର୍ଯ୍ୟଛନ୍ତି ସାକ୍ଷୀ ॥୭॥ ନାହିଁ ବାଡ଼ି ବୃଦ୍ଧି ବିଶ୍ରାମରେ ସ୍ଥିତି ଜନ୍ମ ଜନ୍ମାନ୍ତରେ ଦୁଃଖୀ । ବିବେକ ନ କରି ମାରୁଅଛ ଧରି କି କି ଅପରାଧ ଦେଖି ॥୮॥ ନୁହଇ ଦାମ୍ଭିକ ନାସ୍ତିକ କପଟୀ ଧର୍ମ ଆଶ୍ରିତର ପ୍ରାଣୀ । କର୍ମ ଲେଖା ଭୋଗ ଭୁଞ୍ଜୁଅଛି ଭୋଗ କି କି ଦୋଷ କଲି ପୁଣି ॥୯॥ କି କରିବି କରୁ ଆହୁରି ଏଥିରୁ ଭାବନା ବୁଝିବା ଭଲା । ଅନାଦି ଈଶ୍ୱର କରିବେ ଉଦ୍ଧାର ଭବେ ବାନ୍ଧିଥିଲେ ଭେଳା ॥୧୦॥ ବୁଝି ମାଟି ପୃଥ୍ୱୀ ଜ୍ୟୋତିରୂପ ମୂର୍ତ୍ତି ତେତିଶ କୋଟି ଦେବ ଜାଣ । ଆପ ତେଜ ବାୟୁ ଥାଅ ସାକ୍ଷୀ ହୋଇ ନବଲକ୍ଷ ତାରାଗଣ ॥୧୧॥ ପୃଥ୍ୱୀକୁ ଧାରଣ କରୁଛ କାରଣ ଜଳ ବହ୍ନି ପବନ । ଅଗ୍ନି ନେତ୍ରେ ଚାହିଁ ଦେବେ ମହୀପାଇଁ ସାକ୍ଷୀରୂପେ ସର୍ବେ ଶୁଣ ॥୧୨॥ ଅଦ୍ୟ ନବଋଷି ଛଡ଼ ବ୍ରହ୍ମବାସୀ ଚଉଷଠୀ ସିଦ୍ଧ ଯୋଗୀ । ଧର୍ମରେ ଧୈର୍ଯ୍ୟ ତୁମ୍ଭେମାନେ ବୁଝ କେତେ କେତେ ଅଛି ଲାଗି ॥୧୩॥ ଚାରିଯୁଗ ଦଶଦିଶ ବେଦଶାସ୍ତ୍ର ଛପନ କୋଟି ଜୀବ ଯେତେ । ପ୍ରଭୁଙ୍କ ପ୍ରତାପ ଦେଖିବ ପ୍ରତ୍ୟକ୍ଷ ଦୋଷ ନାହିଁ ଦେବ ମୋତେ ॥୧୪॥ ଏ ସତ୍ୟ ସମ୍ଭବ କହୁ କହୁ ହେବ ନିଷ୍ଠା ଭକ୍ତି ପୂର୍ଣ୍ଣ ଫଳ । ଏ ମୋର ବିକଳ ଦେଖୁଛ ସକଳ ସାକ୍ଷରେ ସର୍ବେ ରହିଲ ॥୧୫॥ ମୁଁ ଯାହା ବୋଇଲି ବିନୟ ହୋଇଲି ଗର୍ବ କରିବାକୁ ନାହିଁ । ପ୍ରଭୁଙ୍କୁ ଜଞ୍ଜାଳ କରୁଛି କଟାଳ ପ୍ରାଣର ଆକୁଳେ ମୁହିଁ ॥୧୬॥ ନାମ କୃପାସିନ୍ଧୁ ଭକତଙ୍କ ବନ୍ଧୁ ଅଣାକାର ବ୍ରହ୍ମରାଶି । ଅପରାଧ କ୍ଷମା କର ହୋ ମହିମା ଫିଟାଅ ବନ୍ଦୀରୁ ଆସି ॥୧୭॥ ସିଦ୍ଧ ବ୍ରହ୍ମବାଣୀ କମ୍ପୁଛି ଧରଣୀ ଚିନ୍ତିଲେ ଖଣ୍ଡୁଛି ପାପ । ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ବାନା ଉଡୁଛି ଅଲେଖ ॥୧୮॥ ପିଣ୍ଡକୁ କାରଣ ଜୀବ ଉଦ୍ଧାରଣ ଅମାପ ଅକ୍ଷୌଣୀ ଜପ । ଭାସୁଅଛି ଜଳେ ସୋହତିର ବଳେ ତ୍ରାହି କର ଶୂନ୍ୟରୂପ ॥୧୯॥ ଅମରୀଷ ହେଲି କୋପେ ଗାଳିଦେଲି ନ ଧରିବ ପ୍ରଭୁ ରୋଷ । କହେ ଭୀମ ହୀନ ପାମର ଅଜ୍ଞାନ କ୍ଷମା କର ମୋର ଦୋଷ ॥୨୦॥