Semicon India: ଭାରତରେ Fabless କମ୍ପାନୀଗୁଡ଼ିକର ବିକାଶ ସହିତ ବୌଦ୍ଧିକ ସମ୍ପଦ ସୃଷ୍ଟି ଏଇଠି ହେଉ ଏହା ଆମ ପ୍ରୟାସ
MyGov Odia
0:00 / 0:00
Semicon India: ଭାରତରେ Fabless କମ୍ପାନୀଗୁଡ଼ିକର ବିକାଶ ସହିତ ବୌଦ୍ଧିକ ସମ୍ପଦ ସୃଷ୍ଟି ଏଇଠି ହେଉ ଏହା ଆମ ପ୍ରୟାସ
262 просмотра · 2 нед. назад
MyGov Odia
196 подписчиков
262 просмотра · 2 нед. назад
ବିଭିନ୍ନ ପ୍ରକାରର Compound Semiconductor ତିଆରି କରିବା ହେଉ, Silicon Photonicsକୁ ସିଷ୍ଟମ୍ର ଅଂଶ କରିବା ହେଉ କିମ୍ବା AI-ସକ୍ଷମ ଭିତ୍ତିଭୂମି ପାଇଁ ଆବଶ୍ୟକ ପ୍ରଯୁକ୍ତି ବିକଶିତ କରିବା ଏସବୁ କ୍ଷେତ୍ରରେ ଆମକୁ ମିଳିତ ଭାବେ ଆଗକୁ ବଢ଼ିବାକୁ ହେବ...ଏଥିପାଇଁ ଯେଉଁ ମୂଳଦୁଆ ଆବଶ୍ୟକ, ତାହାର ପ୍ରସ୍ତୁତି ଏବେ ସମ୍ପନ୍ନ ହୋଇସାରିଛି...
#NarendraModi #SEMICONIndia #MyGovOdia