Gen-Z ଏବେ କଣ ଚାହୁଁଛନ୍ତି? Exclusive Podcast With Rastrapati Awardee Debendra Acharya By Soudagar. ...
OPPEN VOICE
0:00 / 0:00
Gen-Z ଏବେ କଣ ଚାହୁଁଛନ୍ତି? Exclusive Podcast With Rastrapati Awardee Debendra Acharya By Soudagar. ...
312 просмотров · 1 день назад
OPPEN VOICE
10,6 тыс. подписчиков
312 просмотров · 1 день назад
Gen-Z ଏବେ କଣ ଚାହୁଁଛନ୍ତି? Exclusive Podcast With Rastrapati Awardee Debendra Acharya By Soudagar. ...
ଆଜିର Gen Z କ’ଣ ଚାହୁଁଛି? ସଫଳତା, ସ୍ୱାଧୀନତା, ଭଲ କ୍ୟାରିୟର, ନା ସମାଜରେ ନିଜର ଏକ ଭିନ୍ନ ପରିଚୟ?
ଏହି ବିଶେଷ Podcast ରେ ସମାଜସେବା ପାଇଁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ସହ ଆଜିର ଯୁବପିଢ଼ିର ଚିନ୍ତାଧାରା, ସ୍ୱପ୍ନ, ଚ୍ୟାଲେଞ୍ଜ, ବେକାରୀ, ନିଶା ଏବଂ ସମାଜ ପ୍ରତି ଦାୟିତ୍ୱ ଭଳି ବିଷୟ ଉପରେ ଖୋଲା ଆଲୋଚନା!
ଏହି ବିଶେଷ Podcast ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସମାଜସେବୀ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ସହ Soudagarଙ୍କ ଖୋଲା ଆଲୋଚନା।
🎙️ Gen Z ର ସ୍ୱପ୍ନ
🎯 Career & Future
💼 ବେକାରୀ ଓ ଚାକିରି
🚫 ନିଶା ଓ ଯୁବପିଢ଼ି
🌱 ସମାଜ ପ୍ରତି ଯୁବପିଢ଼ିର ଦାୟିତ୍ୱ
💡 ଆଜିର ଯୁବପିଢ଼ି କେଉଁ ଦିଗକୁ ଯାଉଛି
#GenZ #GenZIndia #OdiaPodcast #OdiaYouth #YouthTalk #YouthEmpowerment #Odisha #OdiaContent #OdiaYouTube #PodcastIndia #OppenVoice #Soudagar #voiceraise #DebendraAcharya #SocialWork #YouthIssues #podcastwithsoudagar
#oppenvoicepodcast #odishabestpodcast #No.1podcastinodisha #odiapodcast
@KanakNewsOdisha @Argusdigital.official @ArgusNews_in @Kalingatv24x7