ଜଳଖିଆ ଦୋକାନ ଗ୍ୟାସ୍ ଲିକ୍ ରୁ ମାଡ଼ି ଆସିଲା ନିଆଁ,୭ ଜଣ ଗୁରୁତର l Gas Cylinder Blast at Salepur
Pratidin TV
0:00 / 0:00
ଜଳଖିଆ ଦୋକାନ ଗ୍ୟାସ୍ ଲିକ୍ ରୁ ମାଡ଼ି ଆସିଲା ନିଆଁ,୭ ଜଣ ଗୁରୁତର l Gas Cylinder Blast at Salepur
1 370 просмотров · 15 часов назад
Pratidin TV
1,77 млн подписчиков
1 370 просмотров · 15 часов назад
ଜଳଖିଆ ଦୋକାନ ଗ୍ୟାସ୍ ଲିକ୍ ରୁ ମାଡ଼ି ଆସିଲା ନିଆଁ,୭ ଜଣ ପୋଡ଼ିଗଲେ l କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଗ୍ୟାସ୍ ଲିକ୍କୁ ନେଇ ଏକ ଗୁରୁତର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ତିନି ଜଣ ମହିଳା, ତିନି ଜଣ ପୁରୁଷ ଓ ଜଣେ ଶିଶୁଙ୍କ ସମେତ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୀନବନ୍ଧୁ ସାହୁଙ୍କ ଦୋକାନ ଖୋଲିବା ସମୟରେ ଗ୍ୟାସ୍ ଲିକ୍ ହେବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଦୋକାନ ନିକଟରେ ଥିବା ଲୋକ, ଅନ୍ୟ ଦୋକାନୀ ଏବଂ ରାସ୍ତାରେ ଯାତାୟାତ କରୁଥିବା କିଛି ପଥଚାରୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ନିରଞ୍ଜନ ଦାସ, ପ୍ରେମାନନ୍ଦ ବେହୁରା, ଦୀନବନ୍ଧୁ ସାହୁ, ସୁହାନା ବିବି ଓ ରିହାନା ବିବିଙ୍କ ନାମ ରହିଛି। Gas Cylinder Blast at Salepur Japakuda Market, 7 Critical , Cuttack
#CuttackNews #Salepur #GasCylinderBlast #OdishaNews #BreakingNews #JapakudaMarket #SCBHospital #LPGExplosion
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha