Перейти к содержимому

ଗାଁ ଜୀବନର ମିଠା ମୁହୂର୍ତ୍ତ ❤️ | ଚା' ପିଇବାରୁ ଅଫିସ୍ ଯିବା ପର୍ଯ୍ୟନ୍ତ ♥️

Subha & Sanu,Shivansh vlogs

0:00 / 0:00

ଗାଁ ଜୀବନର ମିଠା ମୁହୂର୍ତ୍ତ ❤️ | ଚା' ପିଇବାରୁ ଅଫିସ୍ ଯିବା ପର୍ଯ୍ୟନ୍ତ ♥️

208 просмотров · 13 дней назад
Subha & Sanu,Shivansh vlogs
227 подписчиков
208 просмотров · 13 дней назад
🙏 ନମସ୍କାର ବନ୍ଧୁମାନେ! ଆମ ଚ୍ୟାନେଲକୁ ସ୍ୱାଗତ୍ ❤️ ଆଜିର ଭ୍ଲଗ୍‌ରେ ଦେଖନ୍ତୁ ଆମ ଘରର ସକାଳର ସୁନ୍ଦର ମୁହୂର୍ତ୍ତ — ଚଉରା ଝାଡୁ, ପାଣି ଦେବା, ଠାକୁର ପୂଜା, ଗରମ ଚା', ଛୋଟ ଶିବ ମଜା ଆଉ ବାପା-ପୁଅଙ୍କ ବାଇକ୍ ବୁଲା! 🏍️ ଏହାପରେ କଣ ହେଲା ଜାଣିବା ପାଇଁ ପର ଭିଡିଓ ନିଶ୍ଚୟ ଦେଖନ୍ତୁ! ✨ 👍 ଭିଡିଓ ଭଲ ଲାଗିଲେ Like କରନ୍ତୁ 🔔 ନୂଆ ଭିଡିଓ ପାଇଁ Subscribe କରି ବେଲ୍ ଆଇକନ୍ ଦବାନ୍ତୁ 💬 Comment ରେ ଜଣାନ୍ତୁ କେମିତି ଲାଗିଲା!