JIBANA// NEW ODIA SAD SONG//ONLYMUSICOdia
ONLYMUSICOdia
0:00 / 0:00
JIBANA// NEW ODIA SAD SONG//ONLYMUSICOdia
207 просмотров · 5 дн. назад
ONLYMUSICOdia
75 подписчиков
207 просмотров · 5 дн. назад
SONG - JIBANA
LYRICS - SOUMYA
BANNER - ONLYMUSICOdia
#viral #entertainment
#trending2026 #trendingnow #viralsong #viralodiabhajan #trend #trendingvideo #odia #trending #viraltrending #yt
#jibana #new #odiasadsong #viral #viralvideo #newsadsong #trendingnow #ONLYMUSICOdia #trendingsong #viralsong #trendingmusic #OdiaSong
#OdiaMusic#OdiaAlbum#Ollywood
#OdiaSongs•
OdiaRomanticSongs
•#OdiaLoveSongs
• #OdiaMelody
• #SadOdiaSong #OdiaDanceSong
ହାଏ ରେ ମନ
ହାଏ ରେ ମନ
ଅଦିନରେ କାଇଁ
ନେଲୁ ଜୀବନ
ଦେଖେଇଲୁ ସପନ
ଭାଙ୍ଗିଦେଲୂ ମୋ ମନ
ହୃଦୟ ମୋ ଭାଙ୍ଗି ଦେଲୁ
ନାହିଁ ତୋ ମନ........
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ...
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ........
ନେଲୁ ଜୀବନ.....
ମିଛ ହସ ଥିଲା ତୋର
ମିଛ ପ୍ରତିସୃତି
ଧୋକା ଦେଲୁ ମତେ ତୁ
ଏମିତି ଅତିଥି
ବିଚରା ହୃଦୟ କିଛି
ଜାଣି ନ ପାରିଲା
ତୋ ମନର ବିଷ ଆଜି
ଛାତିକୁ ଜାଳିଲା
ଧୋକା ଦେଇ ମାରିଦେଲୁ
ହୃଦୟ ହୀନ.......
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ...
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ........
ନେଲୁ ଜୀବନ.....
ଯେମିତି ଭାଙ୍ଗିଲୂ ତୁ
ଆଜି ମୋ ମନ
ଦିନେ ଚୂନା ହବ ତୋ
ସବୁ ସପନ
ଯାହା ପାଇଁ ମତେ ଆଜି
କରିଲୁ ଘୃଣା
ତୋ ପାଇଁ ଦିନେ ସିଏ
ହବ ଅଜଣା
ଖୋଜିବୁ ମତେ ତୁ ଦିନେ
ଆସିବ ଦିନ........
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ...
ବଞ୍ଚି ଥାଉ ଥାଉ ଆଜି
ନେଲୁ ଜୀବନ ........
ନେଲୁ ଜୀବନ.
ANTI-PIRACY WARNING - This content is Copyright to ONLYMUSICOdia. Any unauthorized reproduction, redistribution or re-upload (Audio & Video) is strictly prohibited of this material. Legal action will be taken against those who violate the copyright of the following material presented!
© All copyrights reserved with ONLYMUSICOdia.