Bulldozer Action at Notorious Robber Tuna Harijan’s House in Nabarangpur
OTV
0:00 / 0:00
Bulldozer Action at Notorious Robber Tuna Harijan’s House in Nabarangpur
1 587 просмотров · 1 час назад
OTV
12,5 млн подписчиков
1 587 просмотров · 1 час назад
#କୁଖ୍ୟାତ_ଡକାୟତ_ଘରେ_ଚାଲିଲା_ବୁଲଡୋଜର
କୁଖ୍ୟାତ ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଲା ବୁଲଡୋଜର । ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ ଅଭିଯୋଗରେ ନବରଙ୍ଗପୁର ତହସିଲ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଭାଙ୍ଗୁଛି ପ୍ରଶାସନ। ପୂର୍ବରୁ ନୋଟିସ୍ ଦିଆଯାଇଥିବା ବେଳେ ଆଜି ବୁଲଡୋଜର ଲଗାଇ ଚାଲିଛି ଜବରଦଖଲ ଉଚ୍ଛେଦ। ସୂଚନା ଅନୁସାରେ, ସାନକୁସୁମୀ ଗାଁର ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ଥିବା ୪୫ ସେଣ୍ଟ ସରକାରୀ ଜମିରୁ ୧୦ ସେଣ୍ଟ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ ହୋଇଥିବା ଅଭିଯୋଗ ରହିଛି। ପ୍ରଶାସନ ପକ୍ଷରୁ ପ୍ରଥମେ ୩୦ ଦିନିଆ ଓ ପରେ ୩ ଦିନିଆ ନୋଟିସ୍ ଦିଆଯାଇଥିଲା। ନୋଟିସ୍ ଅବଧି ଶେଷ ପରେ ଆଜି ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦକୁ ଟୁନାଙ୍କ ମାଆ, ଭଉଣୀ ଓ ସ୍ତ୍ରୀ ବିରୋଧ କରିଥିବା ବେଳେ ଘଟଣାସ୍ଥଳରେ ମହିଳା ପୁଲିସ ମୁତୟନ ଅଛନ୍ତି। ସେପଟେ ଟୁନା ହରିଜନ ବର୍ତ୍ତମାନ ଜେଲ୍ ରେ ଥିବା ସୂଚନା ମିଳିଛି। ତାଙ୍କ ନାଁରେ ଡକାୟତି ଓ ଚୋରି ସମେତ ୪୦ରୁ ଅଧିକ ମାମଲା ଥିବା କୁହାଯାଉଛି। ଉଚ୍ଛେଦ ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ, ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ସମେତ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
#Nabarangpur #TunaHarijan #EncroachmentDrive #BulldozerAction #OdishaNews #NabarangpurNews #GovernmentLand #EncroachmentEviction #PoliceDeployment #OdishaCrime #OdishaTV #OTV
The Nabarangpur tehsil administration has launched an encroachment eviction drive at the house and stalls of alleged notorious robber Tuna Harijan in Sanakusumi village. The action follows allegations that 10 cents of government land, out of 45 cents recorded under Khata No. 304 and Plot No. 25, was encroached upon to construct the house and stalls. The administration had earlier issued 30-day and 3-day notices, and the eviction began after the notice periods expired. Tuna’s mother, sister and wife reportedly opposed the demolition, while women police personnel were deployed at the spot. Tuna Harijan is currently in jail and is reportedly facing more than 40 cases, including robbery and theft. Nabarangpur Sub-Collector, Tehsildar, Revenue Inspector and police officers were present during the drive, with one platoon of police force deployed to prevent any untoward situation.
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV