ମା' ଚା' କରୁଥିଲା, ଜୀଅନ୍ତା ଜଳିଗଲା କୁନିଝିଅ | Odisha Reporter
Odisha Reporter
0:00 / 0:00
ମା' ଚା' କରୁଥିଲା, ଜୀଅନ୍ତା ଜଳିଗଲା କୁନିଝିଅ | Odisha Reporter
3 891 просмотр · 6 ч назад
Odisha Reporter
2,99 млн подписчиков
3 891 просмотр · 6 ч назад
ସକାଳୁ ସକାଳୁ ଚା’ କରିବାକୁଗ୍ୟାସ ଲଗାଇଥିଲେ ମାଆ । ହେଲେ ଗ୍ୟାସ୍ ଲିକ୍ ହେବାରୁ ଘଟିଗଲା ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ବ୍ୟାପିଯିବାରୁ ଜଳିଗଲା ଶିଶୁ କନ୍ୟା । ଝିଅ ଜଳିଯାଉଥିବା ଦେଖି ନିଜକୁ ସମ୍ଭାଳି ପାରିଲେନି ବାପାମାଆ । ନିଆଁଲିଭାଇ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ନିଆଁରେ ପୋଡି ଗୁରୁତର ହୋଇଛନ୍ତି ।
#jajpur #fire #gasleak #Odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter