Перейти к содержимому

Old Village House Renovation 🏡✨ | ଆମ ୧୦୦ ବର୍ଷର ପୁରୁଣା ଗାଁ ଘରର ନୂଆ ରୂପ | Odia Vlog part 1

Shyodi

0:00 / 0:00

Old Village House Renovation 🏡✨ | ଆମ ୧୦୦ ବର୍ଷର ପୁରୁଣା ଗାଁ ଘରର ନୂଆ ରୂପ | Odia Vlog part 1

130 просмотров · 12 дн. назад
Shyodi
75 подписчиков
130 просмотров · 12 дн. назад
ନମସ୍କାର ସାଙ୍ଗମାନେ 🙏 ସ୍ୱାଗତ ମୋର ଏକ ନୂଆ ଭ୍ଲଗ୍‌କୁ! ଆଜିର ଭିଡିଓରେ ମୁଁ ଆପଣମାନଙ୍କୁ ଆମ ଗାଁର ପୁରୁଣା ଘର (Ancestral House) ଦେଖାଉଛି, ଯାହାକୁ ଆମେ ପୁଣିଥରେ ନୂଆ ରୂପ ଦେବା ପାଇଁ renovation କାର୍ଯ୍ୟ ଆରମ୍ଭ କରିଛୁ। ବର୍ଷ ବର୍ଷ ଧରି ଖାଲି ପଡ଼ି ରହିଥିବା ଏହି ମାଟି ଓ ଆଜବେଷ୍ଟସ ଘର ସହ ଆମ ପିଲାଦିନର ବହୁତ ସ୍ମୃତି ଯୋଡ଼ି ହୋଇ ରହିଛି। ଆଜିଠାରୁ ଆରମ୍ଭ ହେଉଛି ଏହାର ସଫାସୁତୁରା ଏବଂ ପୁନଃନିର୍ମାଣ ଯାତ୍ରା। ଏହି renovation ଯାତ୍ରାର ପ୍ରତିଟି update ଏବଂ ଗାଁ ଜୀବନର ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ଦେଖିବା ପାଇଁ ଭିଡିଓଟିକୁ Like କରନ୍ତୁ ଏବଂ ଚ୍ୟାନେଲକୁ ନିଶ୍ଚୟ Subscribe କରନ୍ତୁ। ❤️ #VillageHouseRenovation #OdiaVlog #OldHouseTransformation #VillageLife #OdishaVlogger #RenovationJourney #VillageHome #RuralOdisha