ଶବ୍ଦ ଓ ତାର ପ୍ରକାର | Odia Grammar | Odia Byakaran | Complete Concept & MCQs | By Chandan Sir
Vedang Classes
0:00 / 0:00
ଶବ୍ଦ ଓ ତାର ପ୍ରକାର | Odia Grammar | Odia Byakaran | Complete Concept & MCQs | By Chandan Sir
906 просмотров · Трансляция закончилась 1 месяц назад
Vedang Classes
59,8 тыс. подписчиков
906 просмотров · Трансляция закончилась 1 месяц назад
ଓଡ଼ିଆ ବ୍ୟାକରଣର “ଶବ୍ଦ ଓ ତାର ପ୍ରକାର” ବିଷୟକୁ ସରଳ ଓ ସହଜ ଭାବରେ ବୁଝିବା ପାଇଁ ଏହି କ୍ଲାସ୍ ନିଶ୍ଚିତ ଭାବରେ ଦେଖନ୍ତୁ। ସଫଳତା BATCH ଅଧୀନରେ Chandan Sir ଏହି ଭିଡିଓରେ ଶବ୍ଦର ଧାରଣା, ଶବ୍ଦର ବିଭିନ୍ନ ପ୍ରକାର ଏବଂ ପରୀକ୍ଷାରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ସହଜ ଉପାୟରେ ବୁଝାଇଛନ୍ତି। OSSC, OSSSC, OPSC, Odisha Police, CT, B.Ed, PEO, ASO, SI ଓ ଅନ୍ୟାନ୍ୟ Odisha Government Competitive Exam ପାଇଁ ଏହି Topic ଗୁରୁତ୍ୱପୂର୍ଣ୍ଣ।
ଯଦି ଆପଣ Odia Grammar Preparation କରୁଛନ୍ତି, ତେବେ ଏହି କ୍ଲାସ୍କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। Concept ସହିତ ପ୍ରଶ୍ନର pattern ଏବଂ exam-oriented approach ଆପଣଙ୍କ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ। କଷ୍ଟ ହେଲେ ବି ଜିତିବା—ଏହି ଲକ୍ଷ୍ୟ ସହିତ ଆମର ପ୍ରସ୍ତୁତି ଜାରି ରଖନ୍ତୁ।
ଶବ୍ଦ କ’ଣ?
ଶବ୍ଦର ଅର୍ଥ ଓ ଧାରଣା
ଶବ୍ଦର ବିଭିନ୍ନ ପ୍ରକାର
ପରୀକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ Concept
Odia Grammar MCQ ପାଇଁ ଆବଶ୍ୟକ ପ୍ରଶ୍ନ
Competitive Exam ରେ ପଚରାଯାଇପାରୁଥିବା ପ୍ରଶ୍ନର ପ୍ରସ୍ତୁତି
OSSC | OSSSC | OPSC | Odisha Police | SI | ASO | PEO | CT | B.Ed | Competitive Exams
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ, ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏଭଳି exam-oriented class ପାଇଁ Channel କୁ Subscribe କରନ୍ତୁ।
At Vedang Classes, our goal is to provide quality exam-oriented preparation through detailed concepts, MCQ practice, marathon classes, current affairs, revision sessions and strategic guidance.
#VedangClasses #Rupim #ରୂପିମ #OdiaGrammar #OdiaByakaran #ChandanSir #OPSC #OSSC #ASO #JuniorAssistant #OSSCJA #PEO #RI #ARI #Amin #OdishaPolice #OTET #CTET #JuniorTeacher #TeachingExam #OdishaGovtExam #OdishaCompetitiveExam #OPSCPreparation #OSSCPreparation #OdiaGrammarClass #OdishaExam #VedangClassesOdisha
━━━━━━━━━━━━━━━━━━━━━━
📱 *FOLLOW US ON SOCIAL MEDIA*
▶️ YouTube : @vedang_classes
📸 Instagram :
/ vedang_classes
📘 Facebook :
https://www.facebook.com
📢 Telegram :
https://t.me/vedangclasses456
━━━━━━━━━━━━━━━━━━━━━━
📲 *DOWNLOAD VEDANG APP*
https://play.google.com/store/apps/de...
━━━━━━━━━━━━━━━━━━━━━━
Download Vediq app - https://play.google.com/store/apps/de...