Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l
Kuthari Music Odia
0:00 / 0:00
Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l
11 802 872 просмотра · 1 год назад
Kuthari Music Odia
134 тыс. подписчиков
11 802 872 просмотра · 1 год назад
Maa Aa Pheria l Offical Video l Sourav Bharadwaj l Maa Odia Sad Song l 2025 Song lKuthari Music l
Presenting to you a emotional Song "MAA AA PHERIA",
ମା ତ ଶବ୍ଦର ସାଗର ମା ତ ସ୍ନେହର ଭଣ୍ଡାର, ମା ତ ଶବ୍ଦର କୋଣାର୍କ, ଏଇ ଦୁନିଆରେ ମାଆର ସ୍ଥାନ କେହିବି ନେଇପାରିବେନି, ମାଆ ବିନା ସୃଷ୍ଟି ଅସମ୍ଭବ l ଏଇ ଗୀତ ଜରିଆରେ ଦୁନିଆର ସବୁ ନିଜ ଛୁଆଙ୍କ ପାଇଁ ମା ଙ୍କ ଅବଦାନ କଣ ରହିଛି ତାହା ପର୍ଯ୍ୟ ବେସିତ ହେଇଛି l
hope you all like the song, DO SHARE YOUR VIEWS WITH US l
🎼🎶Song Credit's 🎶🎼
𝗧𝗶𝘁𝗹𝗲 :-.Maa Aa Pheria (ମା ଆ ଫେରିଆ)
🎶 𝗦𝗶𝗻𝗴𝗲𝗿 :-. Sourav Bharadwaj
🎶 𝗠𝘂𝘀𝗶𝗰 & 𝗹𝘆𝗿𝗶𝗰𝘀 :-Pabitra Nayak (8917546231)
🎶𝗣𝗿𝗼𝗱𝘂𝗰𝗲𝗿:-Kuthari Music Odia Team
🎶𝗠𝘂𝘀𝗶𝗰 𝗹𝗮𝗯𝗲𝗹:- Kuthari Music Odia
🎶 𝗔𝗿𝗿𝗮𝗻𝗴𝗲𝗿:-NK Sahoo
🎶 𝗣𝗿𝗼𝗱𝘂𝗰𝘁𝗶𝗼𝗻:-Kuthari Music Odia
🎶 𝗠𝗶𝘅&𝗺𝗮𝘀𝘁𝗲𝗿:- PABITRA STUDIO
🎶 𝗣𝗼𝘀𝘁𝗲𝗿 : - Chiku
🎶𝗦𝗽𝗲𝗰𝗶𝗮𝗹 𝗧𝗵𝗻𝗮𝗻𝗸𝘀 : Shravan
#maaaapheria
#kutharimusicodia
#maasong
#maaloma
#sourabhbhradwaj
#songodia
#maaodiasong
#sadsong
#mothersday
#momaa
#odiamusic
#tonashilinashiliakhire
#newsong
#bhajanodia
#maloma
#maalomaa
#maatobina
#superhitsong
ଗୀତ
ଉଦର ରଥରେ ଦଶମାସ ରଖି ଜନମ ଦେଇଚୁ ମତେ,
ମା 'କେମିତି ଭୁଲିବି ତତେ l
ପେଟର ଭୋକକୁ ଅନ୍ତରେ ଲୁଚାଇ ଖୁଆଉ ଥିଲୁ ତୁ ମତେ,
ମା' କେମିତି ଭୁଲିବି ତତେ l
ମ ନୟନ ପିତୁଳା କହି ତୁ
ମତେ କରୁଥିଲୁ କେତେ ଗେଲ,
ଚାଲି ଶିଖେଇ ତୁ ସମ୍ଭାଳୁ
ମ ପାଦ ହେଲେ ଟଳମଳ l
ମୁଁ କାନ୍ଦିଲେ ତୁ ତୁନି କରାଉ
ମତେ ଦେଖେଇ ସରଗ ଶଶୀ,
ପଣତେ ଲୁହକୁ ପୋଛି ମା '
ମ ମୁଣ୍ଡକୁ ଦଉ ଆଉଁଷି l
ତୁ ନାହୁଁ ମା' ଅଛି ତୋ ସ୍ମୁତି
ବିଜୁଳି ଶବଦ ଅନ୍ଧାର ରାତି (୨ )
ଲାଗେ ଛାନିଆ....
ମା' ଲୋ ମା, ଏ ମା' ,ମୋରି ମା '
କୋଉଠି ତୁ ଅଛୁ ଆ ଫେରିଆ (୨)
*** * * * * * * * * * * *
ମା ତୋ ସେନେହ ଗାଳି
କୁହନ୍ତି ଦାଣ୍ଡର ଧୂଳି
ସେ ଗାଳି କୁ ମୁଁ ନୀତି ଶୁଣୁଥିବି
ଆସିବୁକି ତୁ ଫେରି l
ମା ତୋ ମିଠା ଆକଟ
ତୋ ହାତର ସେ ଛାଟ
ପାହାର ଖାଇ ମୁଁ ଅଗଣାଟା ସାରା
କରୁଥିଲି କେତେ ନାଟ l
ମୁଁ ଅଝଟ କହେଁଇ ତର ଲୋ
ତୁ ମ ସ୍ନେହୀ ମା ଯୋଶଦା
ଏତେ କଷ୍ଟ ସହି ହସୁ ତୁ
ଯେମିତି ହସେ ମା ବସୁଧା (୨)
ଖରା ବାଜିଗଲେ ଦିଏ ସେ ଛାଇ
ଏମିତି ମା ଟେ ଜଗତେ ନାହିଁ (୨)
ତୋ ଭଳିଆ
ମା ଲୋମା, ଏ ମା, ମୋରି ମା'
କୋଉଠି ତୁ ଅଛୁ ଆ ଫେରିଆ (୨)
**************************
ମା ତ ମମତା କୋଳ,
ମ ପାଇଁ ଅଟେ ଝୁଲଣା,
ସେ ଝୁଲଣା ରେ କି ଆନନ୍ଦ ଥାଏ ତାହା ହିଁ ମତେ ମା' ଜଣା l
ମା ତ ହାତ ପରଷା,
ମ ପାଇଁ ଅମୃତ ତୁଲ୍ୟ,
କୋଉ ଜନମ ରେ ସୁଝି ପାରିବିନି ତୋ କଷଣ ର ମୂଲ l
ମୁଁ ବନବାସୀ ରାମ ତୋର ଲୋ,
ତୁ ମ ଦୁଃଖୀ ମା କୌଶଲ୍ୟା,
ଚଉଦ ବରଷ ପାଇଁ ମୁଁ ତଠୁ ହେଇଥିଲି ଅଲଗା l (୨)
ଆସିଲା ବେଳକୁ ନାଂହୁ ମା ତୁ,
କୋଉଠି ଅଛୁ ତୁ ଖୋଜୁଛି ମୁଁ l(୨)
ଡାକି ମାଆ ମାଆ....
ମା ଲୋମା, ଏ ମା, ମୋରି ମା'
କୋଉଠି ତୁ ଅଛୁ ଆ ଫେରିଆ (୨)
WARNING
--------------------==========------------------------
This Content is Copyright to "Kuthari music odia "Youtube Channel.
Any Unauthorised,Reproduction,Redistribution or Re-Uploads is strictly prohibited of the meterial.Legal action shall be take against those who violet the copyright of the material pressented !!