Перейти к содержимому

ଝଡ଼-ତୋଫାନରେ ଜୀବନ ବାଜି: ନୀଳଚକ୍ରରେ କିଏ ଦିଏ ଏତେ ସାହସ ? | Podcast With Chunara Sebak | Jagannatha Katha

Sidharth Utsav

0:00 / 0:00

ଝଡ଼-ତୋଫାନରେ ଜୀବନ ବାଜି: ନୀଳଚକ୍ରରେ କିଏ ଦିଏ ଏତେ ସାହସ ? | Podcast With Chunara Sebak | Jagannatha Katha

1 125 просмотров · 12 ч назад
Sidharth Utsav
1,14 млн подписчиков
1 125 просмотров · 12 ч назад
ଶ୍ରୀମନ୍ଦିର ବଡ଼ଦେଉଳ ଶିଖରରେ ପତିତପାବନ ବାନା ବାନ୍ଧିବାର ରହସ୍ୟ କ’ଣ ? ଦୀର୍ଘ ବର୍ଷର ସେବା ଅଭିଜ୍ଞତାକୁ ନେଇ ବରିଷ୍ଠ ଚୁନରା ସେବକ ଡା. ଶରତ ଚନ୍ଦ୍ର ମହାନ୍ତିଙ୍କ ସହ ଏକ ବିଶେଷ ସାକ୍ଷାତକାର। ନୀଳଚକ୍ରରେ ବାନା ଲାଗି, ଶୂନ୍ୟଗଣ୍ଠି ରହସ୍ୟ, ମହାଦୀପ ପ୍ରଜ୍ୱଳନ ଓ ଅଲୌକିକ ଅନୁଭୂତି ବିଷୟରେ ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ କେବଳ ସିଦ୍ଧାର୍ଥ ଉତ୍ସବରେ। Video Chapters: 00:00 - କାର୍ଯ୍ୟକ୍ରମ ଆରମ୍ଭ ଓ ବରିଷ୍ଠ ଚୁନରା ସେବକ ଡା. ଶରତ ଚନ୍ଦ୍ର ମହାନ୍ତିଙ୍କ ପରିଚୟ 01:13 - ଶ୍ରୀମନ୍ଦିର ଉପରକୁ ଚଢ଼ିବା ସମୟରେ ପଛ କରି ଚଢ଼ିବାର କାରଣ ଓ ପରମ୍ପରା 03:52 - ଶ୍ରୀମନ୍ଦିର ଶିଖରରେ ଭୟ ଦୂର କରିବାର ଶକ୍ତି ଓ ମହାପ୍ରଭୁଙ୍କ ରକ୍ଷା କବଚ 04:37 - ନୀଳଚକ୍ରରେ ପତାକା ବାନ୍ଧିବା ପ୍ରଣାଳୀ ଓ କପିଧ୍ୱଜ ହନୁମାନଙ୍କ ସ୍ମରଣ 06:08 - ବଜ୍ରପାତ ଓ ପ୍ରଚଣ୍ଡ ଝଡ଼ବର୍ଷା ସମୟରେ ନୀଳଚକ୍ରରେ ଅନୁଭୂତି 08:11 - ପତିତପାବନ ବାନାର ରଙ୍ଗ (ନାଲି, ହଳଦିଆ, ଧଳା) ର ମହତ୍ତ୍ୱ ଓ ବୈଜ୍ଞାନିକ ଦୃଷ୍ଟିକୋଣ 09:48 - ପାଦୁଖିଆ ବାନା ଓ ସମୁଦ୍ରବୁଡ଼ା ବାନାର ପୌରାଣିକ ଇତିହାସ 11:33 - ବାନାରେ ଶୂନ୍ୟଗଣ୍ଠି ପଡ଼ିବାର ରହସ୍ୟ, ମହିମା ଓ ଆଶୀର୍ବାଦ 13:12 - ବାନା ବାନ୍ଧିବା ପାଇଁ ସ୍ୱତନ୍ତ୍ର ପାରମ୍ପରିକ ବେଶଭୂଷା 15:00 - ଜଗତଜନନୀ ମା' ବିମଳାଙ୍କ କୃପା ଓ ଅଭୟ ପ୍ରଦାନ 16:44 - ପତାକା ବାନ୍ଧିବାରେ ବାଉଁଶ ବ୍ୟବହାରର କାରଣ ଓ ତାର ନିୟମ 20:17 - ବାନା ଦଉଡ଼ି ବଦଳରେ ପତାକା କପଡ଼ାରେ ବାନ୍ଧିବାର ପରମ୍ପରା 21:57 - ଦେଉଳ ଚଢ଼ିବା ଓ ନୀଳଚକ୍ରରେ ପହଞ୍ଚିବାର ସମୟ 23:45 - ଭକ୍ତମାନଙ୍କ ବାନା ଓ ୧୪ ହାତ ପତିତପାବନ ବାନା ବାନ୍ଧିବା ବିଧି 25:26 - ପତିତପାବନ ବାନା ମାନସିକ କରିବାର ଫଳ ଓ ଚମତ୍କାର 26:43 - ଏକାଦଶୀ ମହାଦୀପ ପ୍ରଜ୍ୱଳନ ଓ ଶ୍ରୀ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଡାକ 29:03 - ଚୁନରା ସେବକଙ୍କ ଅନ୍ୟାନ୍ୟ ସେବା (ଗରୁଡ଼ ସ୍ନାନ ଓ ଚାନ୍ଦୁଆ ଟଣା) 31:34 - ୪୬ ବର୍ଷର ସେବା ଭିତରେ ଘଟିଥିବା ରୋମାଞ୍ଚକର ଓ ଅଲୌକିକ ଅନୁଭୂତି 36:00 - ବାନା ବାନ୍ଧିବା ପାଇଁ ଶୁଦ୍ଧପୂତ ଆଚରଣ, ନିୟମ ଓ ସେବା ବିଧାନ 40:00 - ୧୯୮୨ ମସିହାରେ ପ୍ରଥମ ଥର ନୀଳଚକ୍ର ଚଢ଼ିବାର ଅନୁଭୂତି ଓ ଶିକ୍ଷା 42:44 - ଚୁନରା ପରିବାରରେ କେଉଁ ବୟସରୁ ପିଲାମାନେ ଏହି ସେବା ଆରମ୍ଭ କରନ୍ତି? 43:54 - ଶ୍ରୀମନ୍ଦିରରେ ପ୍ରତିଦିନ ନୂତନ ବାନା ଲାଗି ହେବାର ପରମ୍ପରା 45:43 - ଉଲାଗି ବାନାର ମହତ୍ତ୍ୱ ଓ ଭକ୍ତଙ୍କ ଗ୍ରହଣ ବିଧି 47:01 - ବଂଶାନୁକ୍ରମିକ ଅଧିକାର, ସେବା ସଂସ୍କାର ଓ ଗୁରୁଜନଙ୍କ ଶିକ୍ଷା 50:16 - ପ୍ରବଳ ପବନ ଓ ବର୍ଷାରେ ଦେଉଳ ଉପରେ ସନ୍ତୁଳନ ରଖିବାର କୌଶଳ 51:30 - ବଡ଼ଦେଉଳ ଶିଖରର ବିଶାଳତା ଓ ସେଠାରେ ଉପସ୍ଥିତି 54:40 - ପରିସମାପ୍ତି ଓ ବରିଷ୍ଠ ଚୁନରା ସେବକଙ୍କୁ କୃତଜ୍ଞତା ଜ୍ଞାପନ ========================== To subscribe Sidharth Utsav's channel, click here 👇    / @sidharthutsavofficial   ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== 📡 "Sidharth Utsav" DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 =========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #JagannathaKatha #SidharthUtsav #SaratMohanty #ChunaraSebak #Sesadebasahu