Перейти к содержимому

ବେଙ୍ଗାଲୁର ର ସବୁଠୁ ଚର୍ଚ୍ଚିତ ରାସ୍ତାର ଏକ ଝଲକ || Odia Travel Vlog

Mu Dibakar

0:00 / 0:00

ବେଙ୍ଗାଲୁର ର ସବୁଠୁ ଚର୍ଚ୍ଚିତ ରାସ୍ତାର ଏକ ଝଲକ || Odia Travel Vlog

291 просмотр · 3 дня назад
Mu Dibakar
31,7 тыс. подписчиков
291 просмотр · 3 дня назад
ବେଙ୍ଗାଲୁର ର ସବୁଠୁ ଚର୍ଚ୍ଚିତ ରାସ୍ତାର ଏକ ଝଲକ || Odia Travel Vlog ବେଙ୍ଗାଲୁରୁର ପ୍ରସିଦ୍ଧ Church Street ରେ ଏକ ସୁନ୍ଦର ରାତିର ଭ୍ରମଣ 🌃✨ ଏହି ଭିଡିଓରେ ଆପଣମାନେ ଦେଖିବେ Church Street ର ରାତିର ଆଲୋକ, ଭିଡ଼ଭାଡ଼, Shopping, ରାସ୍ତାକଡ଼ର ଖାଦ୍ୟ ଏବଂ Bengaluru ର ଜବରଦସ୍ତ City Vibes। ❤️ ବେଙ୍ଗାଲୁରୁର Night Life କେମିତି ଦେଖାଯାଏ ଏବଂ Church Street ରେ ଲୋକମାନେ କିପରି ସମୟ କାଟନ୍ତି—ଏହି Vlog ରେ ତାହାର ସୁନ୍ଦର ଅନୁଭୂତି ପାଇପାରିବେ। 📸🌆 ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share 🔄 | Subscribe ❤️ କରିବାକୁ ଭୁଲନ୍ତୁ ନାହିଁ। #Bengaluru #ChurchStreet #BengaluruVlog #BangaloreVlog #ChurchStreetBengaluru #BengaluruNightLife #BengaluruCity #Shopping #FoodVlog #NightVlog #OdishaVlogger #OdiaVlog #TravelVlog