ଲକ୍ଜୁରୀ ହାଇ-ରାଇଜ୍ ଆପାର୍ଟମେଣ୍ଟ ପ୍ରୋଜେକ୍ଟ 'Stalwart Atmosphere' ର ଶୁଭାରମ୍ଭ Stalwart Atmosphere, bbsr
Pratidin TV
0:00 / 0:00
ଲକ୍ଜୁରୀ ହାଇ-ରାଇଜ୍ ଆପାର୍ଟମେଣ୍ଟ ପ୍ରୋଜେକ୍ଟ 'Stalwart Atmosphere' ର ଶୁଭାରମ୍ଭ Stalwart Atmosphere, bbsr
6 600 просмотров · 2 мес. назад
Pratidin TV
1,77 млн подписчиков
6 600 просмотров · 2 мес. назад
ଲକ୍ଜୁରୀ ହାଇ-ରାଇଜ୍ ଆପାର୍ଟମେଣ୍ଟ ପ୍ରୋଜେକ୍ଟ 'Stalwart Atmosphere' ର ଶୁଭାରମ୍ଭ STALWART କମ୍ପାନୀ ତରଫରୁ ନୂତନ ଭାବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି STALWART ATMOSPHERE। ଏହି ପ୍ରକଳ୍ପ ଅନ୍ୟ ସବୁ ପ୍ରକଳ୍ପ ଠାରୁ ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ସାଧାରଣ ରେସିଡେନସିଆଲ୍ ପ୍ରୋଜେକ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ସହିତ ସ୍ୱତନ୍ତ୍ର ପ୍ଲାନିଙ୍ଗ, ଆର୍କିଟେ୍ଚରାଲ୍ ଡିଜାଇନ୍ ଓ କ୍ୱାଲିଟୀ କୁ ଯେ ତିଆରି ହୋଇଛି STALWART ATMOSPHERE।ଭୁବନେଶ୍ୱରର ପ୍ରମୁଖ ଆବାସିକ ଅଞ୍ଚଳ ଚନ୍ଦ୍ରଶେଖରପୁରଠାରେ ‘ଷ୍ଟାଲୱାର୍ଟ ପ୍ରୋଜେକ୍ଟସ’ ପକ୍ଷରୁ ଏକ ଅତ୍ୟାଧୁନିକ ଲକ୍ଜୁରୀ ହାଇ-ରାଇଜ୍ ଆପାର୍ଟମେଣ୍ଟ ପ୍ରୋଜେକ୍ଟ 'Stalwart Atmosphere' ର ଶୁଭାରମ୍ଭ କରାଯାଇଛି। ୪.୪୫ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ୩୨ ମହଲା ବିଶିଷ୍ଟ ଆଇକନିକ୍ ଟାୱାରରେ ୪୭୬ଟି ପ୍ରିମିୟମ୍ ୩ ଏବଂ ୪ ବିଏଚ୍କେ (BHK) ଫ୍ଲାଟ୍ ଉପଲବ୍ଧ ରହିଛି, ଯାହାର ମୂଲ୍ୟ ₹୨.୦୧ କୋଟିରୁ ଆରମ୍ଭ ହେଉଛି। ଏହି ପ୍ରୋଜେକ୍ଟରେ ସୁଇମିଂ ପୁଲ୍, ଅତ୍ୟାଧୁନିକ ଜିମ୍ନାସିୟମ୍ ସହ ୩୨ ମହଲାରେ ଏକ ସ୍ୱତନ୍ତ୍ର ‘ସ୍କାଇ ଲାଉଞ୍ଜ୍’ ଏବଂ ପ୍ରାଇଭେଟ୍ କ୍ଲବ୍ ରହିବ। ଓଡ଼ିଶା ରେରା (RERA) ଅନୁମୋଦିତ ଏହି ପ୍ରୋଜେକ୍ଟର ସମାପ୍ତି ଅବଧି ୨୦୩୧ ମସିହା ସୁଦ୍ଧା ଧାର୍ଯ୍ୟ କରାଯାଇଛି।
#StalwartAtmosphere #BhubaneswarRealEstate #ChandrasekharpurLuxury #LuxuryApartmentsBBSR #StalwartProjects
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha