Перейти к содержимому

ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବେ ଆଦିବାସୀ ଝିଅ || Malkangiri Tribal Girl || KBC || Amitabh Bachchan

Odisha Reporter

0:00 / 0:00

ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବେ ଆଦିବାସୀ ଝିଅ || Malkangiri Tribal Girl || KBC || Amitabh Bachchan

106 541 просмотр · 1 месяц назад
Odisha Reporter
2,98 млн подписчиков
106 541 просмотр · 1 месяц назад
#ଅମିତାଭ_ବଚ୍ଚନଙ୍କ_ପ୍ରଶ୍ନର_ଉତ୍ତର_ଦେବେ_ଆଦିବାସୀ_ଝିଅ ଦୁର୍ଗମ ଜଙ୍ଗଲରୁ ସିଧା କୌନ୍ ବନେଗା କରୋଡପତିର ମଞ୍ଚ। ମାଲକାନଗିରିର ଜଣେ ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଦେଶର ଦଶ ଜଣଙ୍କ ମଧ୍ୟରେ ଓଡ଼ିଶାର ଏକମାତ୍ର ଆଦିବାସୀ ଝିଅ ଭାବେ KBCରେ ପହଞ୍ଚିଥିଲେ ଜୟନ୍ତି। ଆଦିବାସୀଙ୍କ ସମସ୍ୟାକୁ ନେଇ ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ସାମାଜିକ କାର୍ଯ୍ୟ କରିଆସୁଥିବା ଜୟନ୍ତିଙ୍କ ସ୍ୱପ୍ନ ଥିଲା KBC ହଟ୍ ସିଟ୍‌ରେ ବସିବା। ସ୍ୱପ୍ନର ଖୁବ୍ ନିକଟରେ ପହଞ୍ଚି ବି ଶେଷ ପାହାଚରେ ଅଟକିଗଲେ। ହେଲେ ହାରିନାହାନ୍ତି ଜୟନ୍ତି। #kbc #AmitabhBachchan #malkangiri #Odisha #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter