ସାଇଁକୁଳରେ ମା’ଙ୍କ ପୂଜା ଧୁମ୍ଧାମରେ ପାଳିତ | ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ 🙏
Odia Samachar Live
0:00 / 0:00
ସାଇଁକୁଳରେ ମା’ଙ୍କ ପୂଜା ଧୁମ୍ଧାମରେ ପାଳିତ | ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ 🙏
44 просмотра · 20 ч назад
Odia Samachar Live
974 подписчика
44 просмотра · 20 ч назад
ସାଇଁକୁଳରେ ମା’ଙ୍କ ପୂଜା ଧୁମ୍ଧାମରେ ପାଳିତ | ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ 🙏
କେନ୍ଦୁଝର ଜିଲ୍ଲାର ସାଇଁକୁଳରେ ମା’ଙ୍କ ପୂଜାକୁ ନେଇ ଜମୁଛି ଭକ୍ତଙ୍କ ଭିଡ଼। ସୁନ୍ଦର ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ମା’ଙ୍କ ପୀଠ। ପୂଜାକୁ ନେଇ ଅଞ୍ଚଳରେ ଦେଖିବାକୁ ମିଳୁଛି ଉତ୍ସାହ ଓ ଭକ୍ତିମୟ ପରିବେଶ।
ସାଇଁକୁଳ ମା’ଙ୍କ ପୂଜାର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖନ୍ତୁ ଆମର ଏହି ବିଶେଷ ରିପୋର୍ଟରେ।
ଏଭଳି ସ୍ଥାନୀୟ ଖବର ପାଇଁ ଆମ ଚ୍ୟାନେଲକୁ Subscribe, Like, Share କରନ୍ତୁ।
#Sainkul #MaaDurgaPuja #OdishaNews #KendujharNews #OdiaNews #DurgaPuja #ମାଙ୍କପୂଜା #ସାଇଁକୁଳ #ଓଡ଼ିଶାଖବର