ଢେଙ୍କାନାଳର ହୋଟେଲ ଓ ରେଷ୍ଟୁରାଣ୍ଟରେ ବଡ଼ ଧରଣର ରେଡ | Odisha Reporter
Odisha Reporter
0:00 / 0:00
ଢେଙ୍କାନାଳର ହୋଟେଲ ଓ ରେଷ୍ଟୁରାଣ୍ଟରେ ବଡ଼ ଧରଣର ରେଡ | Odisha Reporter
260 просмотров · 1 час назад
Odisha Reporter
2,98 млн подписчиков
260 просмотров · 1 час назад
ଢେଙ୍କାନାଳର ହୋଟେଲ ଓ ରେଷ୍ଟୁରାଣ୍ଟରେ ଚାଲିଛି ବଡ଼ ଧରଣର ରେଡ। ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ଦୀର୍ଘ ଦିନର ରନ୍ଧା ଖାଦ୍ୟକୁ ଫ୍ରିଜରେ ରଖିବା ଓ ଏକ୍ସପାରୀ ଖାଦ୍ୟ ଜିନିଷ ବିକୁଥିବା ଅଭିଯୋଗରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗୁଡିକୁ ଜରିମାନା କରିବା ସହିତ ସିଲ୍ କରାଯାଇଛି ।
#Dhenkanal #FoodSafetyRaid #HotelRaid #RestaurantRaid #FoodSafety #ExpiredFood #FoodInspection #FoodQuality
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter