Midnight Masti || ରାତି ୨ଟାରେ ହାଇୱେ କଡ଼ରେ କଣ ରୋଷେଇ କଲୁ? Journey to Panchalingeswar (Vlog 01)"
Girija's Travel Diaries
0:00 / 0:00
Midnight Masti || ରାତି ୨ଟାରେ ହାଇୱେ କଡ଼ରେ କଣ ରୋଷେଇ କଲୁ? Journey to Panchalingeswar (Vlog 01)"
227 просмотров · 10 мес. назад
Girija's Travel Diaries
111 подписчиков
227 просмотров · 10 мес. назад
ନମସ୍କାର ବନ୍ଧୁଗଣ! 🙏
ଆଜିର ଏହି Vlog ଟି ବହୁତ ଖାସ୍, କାରଣ ଆମେ ସବୁ ସାଙ୍ଗ ମିଶି ରାତି ଅଧରେ ଏକ ନିଆରା Adventure କଲୁ। କେବଳ ବୁଲାବୁଲି ନୁହେଁ, ବରଂ ରାସ୍ତା କଡ଼ରେ ଗାଡ଼ି ରଖି ନିଜେ ରୋଷେଇ କରିବାର ମଜା ନେଲୁ। ଖୋଲା ଆକାଶ ତଳେ, ଶୀତୁଆ ରାତିରେ ସାଙ୍ଗମାନଙ୍କ ଗହଣରେ ଏହି ଅଭୁଲା ମୁହୂର୍ତ୍ତକୁ ଆମେ କେମିତି ଉପଭୋଗ କଲୁ, ତାହା ଦେଖିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ।