Phone Display ରେ Green Dot ଦେଖାଯାଉଛି? ସାବଧାନ! Mobile Hack ହୋଇଥିବ? ସତ୍ୟ କଣ ଜାଣନ୍ତୁ। 🟢
TECH RIYANS
0:00 / 0:00
Phone Display ରେ Green Dot ଦେଖାଯାଉଛି? ସାବଧାନ! Mobile Hack ହୋଇଥିବ? ସତ୍ୟ କଣ ଜାଣନ୍ତୁ। 🟢
881 просмотр · 1 месяц назад
TECH RIYANS
78,2 тыс. подписчиков
881 просмотр · 1 месяц назад
📱 Phone Display ରେ Green Dot ଦେଖାଯାଉଛି? ସାବଧାନ! Mobile Hack ହୋଇଥିବ? ସତ୍ୟ କଣ ଜାଣନ୍ତୁ। 🟢
ଆପଣଙ୍କ ଫୋନ Display ରେ Green Dot ବା Green Light ଦେଖାଯାଉଛି କି? ଅନେକେ ଭାବନ୍ତି ଏହାର ଅର୍ଥ Mobile Hack ହୋଇଯାଇଛି। କିନ୍ତୁ ଏହା ସବୁବେଳେ ସତ୍ୟ ନୁହେଁ।
ଏହି ଭିଡିଓରେ ଆପଣ ଜାଣିପାରିବେ:
✅ Green Dot କାହିଁକି ଦେଖାଯାଏ?
✅ କେଉଁ App Camera କିମ୍ବା Microphone ବ୍ୟବହାର କରୁଛି?
✅ Mobile Hack ହୋଇଛି କି ନାହିଁ କେମିତି ଚେକ୍ କରିବେ?
✅ କେଉଁ Settings କରି ନିଜ Privacy କୁ ସୁରକ୍ଷିତ ରଖିବେ?
✅ Camera ଓ Microphone Permission କେମିତି Control କରିବେ?
ଯଦି ଆପଣ Android Phone ବ୍ୟବହାର କରୁଛନ୍ତି, ତେବେ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହା ଆପଣଙ୍କ ଫୋନର Privacy ଓ Security ପାଇଁ ଖୁବ ଉପଯୋଗୀ ହେବ।
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ, Share କରନ୍ତୁ ଏବଂ ଆମ Channel କୁ Subscribe କରି Bell Icon 🔔 ଦବାନ୍ତୁ, ଯାହାଦ୍ୱାରା ଏଭଳି ନୂଆ Tech Tips ଓ Mobile Tricks ସବୁଠାରୁ ପ୍ରଥମେ ପାଇପାରିବେ।
#GreenDot #AndroidTips #MobileSecurity #PhoneHack #Privacy #CameraPermission #MicrophonePermission #TechOdia #OdiaTech #SmartphoneTips #MobileTips #AndroidSettings