Перейти к содержимому

କେନ୍ଦୁଝର ମାଇନର୍ସ ଚାମ୍ପିୟନ | Keonjhar Miners Win Odisha T20 League CM Trophy At Barabati | Argus News

Argus News

0:00 / 0:00

କେନ୍ଦୁଝର ମାଇନର୍ସ ଚାମ୍ପିୟନ | Keonjhar Miners Win Odisha T20 League CM Trophy At Barabati | Argus News

6 080 просмотров · 15 часов назад
Argus News
1,95 млн подписчиков
6 080 просмотров · 15 часов назад
କେନ୍ଦୁଝର ମାଇନର୍ସ ଚାମ୍ପିୟନ | Keonjhar Miners Win Odisha T20 League CM Trophy At Barabati | Argus News ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍ ଫାଇନାଲ ମ୍ୟାଚରେ ସମ୍ବଲପୁର ୱାରିଅର୍ସକୁ ୯ ୱିକେଟ୍‌ରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି କେନ୍ଦୁଝର ମାଇନର୍ସ। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ୧୦୨ ରନ୍‌ରେ ଅଲ୍ ଆଉଟ୍ ହୋଇଥିବା ବେଳେ ମୟଙ୍କ ପଟ୍ଟନାୟକଙ୍କ ବିସ୍ଫୋରକ ୭୨ ରନ୍ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ୩୨ ରନ୍ ବଳରେ କେନ୍ଦୁଝର ସହଜ ବିଜୟ ହାସଲ କରିଛି। #ArgusNews #OdishaNews #OdiaNews #BreakingNews #OdishaT20League #KeonjharMiners #BarabatiStadium #OdishaCricket #SubhranshuSenapati #CMTrophy #SportsNews #CricketHighlights #LiveNews #OdishaUpdates #TodayNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook:   / argusnews.in   Youtube :    / theargusnewsodia   Twitter:   / argusnews_in   Instagram:   / argusnewsin   Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate