🍗 ଘରେ ବନାନ୍ତୁ ହୋଟେଲ୍ ଭଳି ସ୍ୱାଦିଷ୍ଟ ଚିକେନ୍ ବିରିୟାନୀ 😋❤️ ଦେଖନ୍ତୁ ପୁରା ରେସିପି!
Lipi Odia Kitchen
0:00 / 0:00
🍗 ଘରେ ବନାନ୍ତୁ ହୋଟେଲ୍ ଭଳି ସ୍ୱାଦିଷ୍ଟ ଚିକେନ୍ ବିରିୟାନୀ 😋❤️ ଦେଖନ୍ତୁ ପୁରା ରେସିପି!
160 просмотров · 6 дн. назад
Lipi Odia Kitchen
45 подписчиков
160 просмотров · 6 дн. назад
ସ୍ୱାଦିଷ୍ଟ ଚିକେନ୍ ବିରିୟାନୀ ରେସିପି 😋
ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବା ମଜାଦାର ଚିକେନ୍ ବିରିୟାନୀ ରେସିପି। 🍗🍚
ଏହି ବିରିୟାନୀର ସୁନ୍ଦର ସୁଗନ୍ଧ ଓ ଜବରଦସ୍ତ ସ୍ୱାଦ ଆପଣଙ୍କ ମନ ଜିଣିନେବ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଥରେ ବନାଇ ଦେଖନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like 👍, Share କରନ୍ତୁ ଏବଂ ଏମିତି ନୂଆ ନୂଆ ଓଡ଼ିଆ ରେସିପି ଦେଖିବା ପାଇଁ ମୋର YouTube Channel କୁ Subscribe କରନ୍ତୁ। 🔔
ଆପଣଙ୍କୁ ଏହି ଚିକେନ୍ ବିରିୟାନୀ କେମିତି ଲାଗିଲା, Comment କରି ଜଣାନ୍ତୁ। 🙏
#ChickenBiryani #ଚିକେନବିରିୟାନୀ #OdiaRecipe #OdiaCooking #BiryaniRecipe #LipiOdiaKitchen #HomemadeBiryani