Перейти к содержимому

General knowledge in odia||Best Odisha GK for Students||GK in odia Language||#bestgkforexams

Quiz Monkey Odia

0:00 / 0:00

General knowledge in odia||Best Odisha GK for Students||GK in odia Language||#bestgkforexams

972 просмотра · 3 месяца назад
Quiz Monkey Odia
190 подписчиков
972 просмотра · 3 месяца назад
General knowledge in odia||Best Odisha GK for Students||GK in odia Language||#bestgkforexams #bestodishagk#historygkinodia ନମସ୍କାର ବନ୍ଧୁମାନେ! 🙏 ଏହି ଭିଡିଓରେ ପିଲାମାନଙ୍କ ପାଇଁ 30ଟି ମଜାଦାର ଓ ଶିକ୍ଷାମୂଳକ GK ପ୍ରଶ୍ନ ରହିଛି। ଭାରତ, ଓଡ଼ିଶା, ବିଜ୍ଞାନ, କମ୍ପ୍ୟୁଟର ଏବଂ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ମାଧ୍ୟମରେ ପିଲାମାନେ ନିଜର ଜ୍ଞାନ ବଢ଼ାଇ ପାରିବେ। 📚 ଏହି ଭିଡିଓରେ ଥିବା ପ୍ରଶ୍ନଗୁଡ଼ିକ: ✅ ଅକ୍ଟୋପସ ର କେତୋଟି ହୃଦୟ ✅ କେଉଁ ଖାଦ୍ୟ କେବେ ନଷ୍ଟ ହୁଏ ନାହିଁ ✅ ପୃଥିବୀ ର ସବୁଠାରୁ ଉଚ୍ଚ ପ୍ରାଣୀ କିଏ ✅ କେଉଁ ପକ୍ଷୀ ସବୁଠାରୁ ବଡ଼ ଅଣ୍ଡା ଦିଏ ✅ କେଉଁ ପ୍ରାଣୀର ରକ୍ତ ନୀଳ ଅଟେ ✅ କେଉଁ ପକ୍ଷୀ ଉଡ଼ିପରେ ନାହିଁ ✅ କେଉଁ ଜୀବର ୯ଟି ମସ୍ତିଷ୍କ ଅଛି ✅ କେଉଁ ଫଳ ର ଵିଆ ବାହାରେ ଥାଏ ✅ ଭାରତ ର ଜାତୀୟ ଜଳଜ ପ୍ରାଣୀ କିଏ ✅ କେଉଁ ଗଛ ୧୦୦୦ବର୍ଷ ରୁ ଅଥିକ ବଞ୍ଚିପରେ ✅ କେଉଁ ପକ୍ଷୀ ପଛକୁ ଉଡିପରେ ✅ ଲାଲ ଗ୍ରହ କାହାକୁ କୁହାଯାଏ ✅ ପୃଥିବୀର ସବୁଠାରୁ ବଡ଼ ପ୍ରାଣୀ କିଏ ✅ କେଉଁ ପ୍ରାଣୀ ଠିଆ ହୋଇ ଶାଇପରେ ✅ ପୃଥିବୀର ଦ୍ରୁତ ଦୌଡ଼ୁଥିବା ପ୍ରାଣୀ କିଏ ✅ ଶରୀରରେ ରକ୍ତ ପମ୍ପ କରୁଥିବା ଅଙ୍ଗ ✅ ମାନବ ଶରୀରର ସବୁଠାରୁ ବଡ଼ ଅଙ୍ଗ ✅ମାନବ ଶରୀରରେ ହାଡ଼ର ସଂଖ୍ୟା ✅ମସ୍ତିଷ୍କକୁ ସୁରକ୍ଷା ଦେଉଥିବା ହାଡ଼ ✅ଶରୀରର ନିୟନ୍ତ୍ରଣ କେନ୍ଦ୍ର ଏବଂ ✅ଅନେକ ଆକର୍ଷଣୀୟ ପ୍ରଶ୍ନ। ଏହି ଭିଡିଓଟି Class 1 ରୁ Class 10 ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବହୁତ ଉପଯୁକ୍ତ। 👍 ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରନ୍ତୁ। #gkforclass5 #generalknowledgequestionsforstudents #generalknowledgefor4yearold #bestodisjagkforclass9th #odiagk #generalknowledgeforcompetitiveexam #sadharangyanforclass5th #gkforsscgdexam #junecurrentaffairs2026 #currentaffairsgkforupscexam #educationalvideo #gkforclass1to10 #generalknowledgeforodishastudents #OdiaGK #GKQuestions #GeneralKnowledge #KidsGK #OdiaQuiz #gyantestyt #OdiaEducation #GKForKids #OdiaStudy