Перейти к содержимому

Government Leaves Cancelled For Cyclone | Odisha Cyclone News LIVE| IMD Weather Forecast | Odia News

News18 Odia

0:00 / 0:00

Government Leaves Cancelled For Cyclone | Odisha Cyclone News LIVE| IMD Weather Forecast | Odia News

9 421 просмотр · Трансляция закончилась 6 ч назад
News18 Odia
6,27 млн подписчиков
9 421 просмотр · Трансляция закончилась 6 ч назад
Government Leaves Cancelled For Cyclone | Odisha Cyclone News LIVE| IMD Weather Forecast | Odia News ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ଥିତି ମୁକାବିଲା ନେଇ ଆଲୋଚନା ହୋଇଛି....ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି....ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରାଯାଇଛି....ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି...ରନ୍ଧାଖାଦ୍ୟ, ଔଷଧ ପାଇଁ ବ୍ୟବସ୍ଥା ହୋଇଛି...ସେହିଭଳି ବିଜୁଳି-ପାଣି ଭିତ୍ତିଭୂମି ସହ ପଶୁଖାଦ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି...ଏଥି ସହ ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲା ଉପରେ ରହିଛି ବିଶେଷ ନଜର...ଗ୍ରାଉଣ୍ଡରେ ଜିଲ୍ଲାପାଳମାନେ ରଖିବେ ନଜର ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ୧୬ଟି ଜିଲ୍ଲା ଉପରେ ରହିଛି ଅଧିକ ଫୋକସ୍ । The Odisha Government has stepped up its preparedness to face the potential cyclone. Following a high-level review meeting chaired by Revenue Minister Suresh Pujari, strict instructions and emergency measures have been put in place across the state. Key Government Preparations & Emergency Directives: Leave Cancelled: All government officials' leave has been cancelled across the state for immediate response duties. Evacuation Drive: High-risk and vulnerable areas have been identified, with active evacuation under way to safe shelters. Essential Supplies: Provisions for cooked meals, emergency medical kits, drinking water, power backup, and cattle fodder have been arranged. 16 Districts on High Focus: Out of all 30 districts, 16 key coastal and adjoining districts are receiving maximum operational focus. Ground Monitoring: District Collectors have been instructed to directly monitor relief and shelter management in designated Red Zone areas. Subscribe for live updates on cyclone tracking, official government briefings, and emergency safety guidelines. #OdishaCyclone #SureshPujari #OdishaGovt #CyclonePreparedness #OdishaWeatherAlert #Evacuation #RedZoneAlert #OdishaNews #News18Odia #OdiaNews #odishanews #oriyanews #breakingnews #weathernews News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ? ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍ ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍ ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ