Перейти к содержимому

IAS Officer Turns Saviour for Landslide-Hit Children || Odisha Reporter

Odisha Reporter

0:00 / 0:00

IAS Officer Turns Saviour for Landslide-Hit Children || Odisha Reporter

5 591 просмотр · 7 ч назад
Odisha Reporter
2,99 млн подписчиков
5 591 просмотр · 7 ч назад
ଭୂସ୍ଖଳନ ଛଡ଼ାଇଦେଲା ଦୁଃଖର ପାହାଡ଼। କିଏ ହରାଇଛି ବାପା, ତ ଆଉ କିଏ ହରାଇଛି ନିଜ ଘରଦ୍ୱାର। ଗିଡ଼ିପାବାଲି ଭୂସ୍ଖଳନରେ ବାପା ସନମାନ ପ୍ରଧାନଙ୍କୁ ହରାଇ ମାଆ ରିନିମା ମଲ୍ଲିକଙ୍କ ସହ ରିଲିଫ୍‌ କ୍ୟାମ୍ପରେ ଦିନ କାଟୁଛନ୍ତି ଦୁଇ କୁନି ପୁଅ। ହେଲେ ଏହି ଅସହାୟ ପରିବାରଙ୍କ ପାଇଁ ମମତାର ହାତ ବଢ଼ାଇଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ। ଦୁଇ କୁନି ପୁଅଙ୍କ ପାଇଁ ନିଜେ ଜୋତା କିଣି ଆଣି ପିନ୍ଧାଇ ଦେବା ସହ ରିଲିଫ୍‌ କ୍ୟାମ୍ପରେ ପୀଡ଼ିତ ପରିବାରଙ୍କ ସୁଖଦୁଃଖ ବୁଝୁଛନ୍ତି। ଜଣେ ଅଧିକାରୀଙ୍କ ଏହି ମାନବିକତା ଓ ମାତୃତ୍ୱଭରା ବ୍ୟବହାର ଏବେ ସମସ୍ତଙ୍କ ହୃଦୟ ଜିଣୁଛି। #PranitaDas #IASOfficer #GidipabaliLandslide #Kandhamal #Baliguda #Humanity #MotherlyLove #ReliefCamp #OdishaNews #EmotionalStory #OdishaReporter #OdiaNews #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter