Перейти к содержимому

ତତେ ମାରିବି.. ନହେଲେ ତୋ ପୁଅକୁ ମାରିବି | Odisha Reporter

Odisha Reporter

0:00 / 0:00

ତତେ ମାରିବି.. ନହେଲେ ତୋ ପୁଅକୁ ମାରିବି | Odisha Reporter

9 182 просмотра · 12 часов назад
Odisha Reporter
2,98 млн подписчиков
9 182 просмотра · 12 часов назад
ତତେ ମାରିବି.. ନହେଲେ ତୋ ପୁଅକୁ ମାରିବି | Odisha Reporter ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ…କେଉଟବେର୍ଣ୍ଣି ଗାଁ । ଗାଁର ଅମୂଲ୍ୟ ଧଳଙ୍କ ପୁଅ... ସୌମ୍ୟରଞ୍ଜନ ଧଳ । କେଉଟବେର୍ଣ୍ଣି ପ୍ରାଥମିକ ବିଦ୍ୟାଳୟରେ.. ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ସୌମ୍ୟ । ପାଖାପାଖି ମାସେ ହେବ ପୁଅ ସ୍କୁଲକୁ ଆସୁନଥିବାରୁ... ଆଜି ବାପା ଅମୂଲ୍ୟ ବାଇକରେ ବସାଇ ପୁଅକୁ ସ୍କୁଲ ଆଣୁଥିଲେ । କିନ୍ତୁ ସ୍କୁଲ ସାମ୍ନାରେ... ପୁଅକୁ ପଛରୁ ହୋଇଥିଲା ତୀରମାଡ । ସୌଭାଗ୍ୟ ବଶତଃ, ପୁଅ ପଛକୁ ବ୍ୟାଗ ଝୁଲାଇ ବସିଥିଲା । ଆଉ ତୀରଟି... ବ୍ୟାଗର ଆରପାର୍ ହୋଇଯାଇଥିଲା । #odishareporter #redhakhol #sambalpur #ajirakhabar #specialpackage #school #students #arrow #trending #odisha Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter