Перейти к содержимому

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

JAY JAGANNATH TV

0:00 / 0:00

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

57 523 просмотра · 1 год назад
JAY JAGANNATH TV
779 тыс. подписчиков
57 523 просмотра · 1 год назад
ପ୍ରଭୁଙ୍କ ଗୁଣ ଗାନ କରିବା ସେଇ ପରମ ପୂଣ୍ୟ କାର୍ଯ୍ୟ ଯାହା ଜୀବନକୁ ପବିତ୍ର କରେ। ଏହି ଭିଡିଓରେ ଆପଣ ଜାଣିପାରିବେ – ଯିଏ ଭକ୍ତି ସହିତ ପ୍ରଭୁଙ୍କ ଗୁଣ ଗାନ କରେ, ତାଙ୍କୁ ଶାସ୍ତ୍ର ଏବଂ ପୁରାଣ କେମିତି ବର୍ଣ୍ଣନା କରିଛନ୍ତି? ସେ ତାଙ୍କୁ କେତେ ପ୍ରଭୁନିଷ୍ଠ ଭାବରେ ଦେଖନ୍ତି? 🔔 ଏହି ଭିଡିଓ ଆପଣଙ୍କୁ ଦେବଭକ୍ତିର ଗଭୀର ଅର୍ଥ ବୁଝାଇବ। ଦେଖନ୍ତୁ, ଶୁଣନ୍ତୁ ଏବଂ ଅନୁଭବ କରନ୍ତୁ ପ୍ରଭୁ ନାମ ଗୁଣଗାନର ଅଦ୍ୱିତୀୟ ଶକ୍ତି। 🙏 ଏଭଳି ଧାର୍ମିକ ଭିଡିଓ ପାଇଁ ଆମ Jay Jagannath TV ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ । DTH Channel Nos : TATAPLAY-1799, Dish TV -1397, Airtel -615, Sun Direct-490 ,D2H -1397 Also available on all cable networks. ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम