ସ୍ଵାମୀ ସ୍ତ୍ରୀ ଙ୍କ ଝଗଡ଼ା କିପରି ଶାନ୍ତ ହେବ ? Thakur Nigamanand ll Ramakrishna's life ll Acharya Swarup
Adhyatma Bikash {ଆଧ୍ୟାତ୍ମ୍ୟ ବିକାଶ}
0:00 / 0:00
ସ୍ଵାମୀ ସ୍ତ୍ରୀ ଙ୍କ ଝଗଡ଼ା କିପରି ଶାନ୍ତ ହେବ ? Thakur Nigamanand ll Ramakrishna's life ll Acharya Swarup
456 091 просмотр · 5 лет назад
Adhyatma Bikash {ଆଧ୍ୟାତ୍ମ୍ୟ ବିକାଶ}
26,2 тыс. подписчиков
456 091 просмотр · 5 лет назад
ସ୍ଵାମୀ ସ୍ତ୍ରୀ ଙ୍କ ଝଗଡ଼ା କିପରି ଶାନ୍ତ ହେବ ? Ramakrishna and Maa Sarada spiritual life ll ThakurNigamanand ll Acharya Swarup
ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE ❤️❤️❤️ and SHARE ✅
This is a spiritual channel to provide life changing lessons through stories by Acharya swarup.
Acharya Swarup is a young monk of pure vedic culture.
• ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
• ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
• ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
• ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
• ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
"ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
•••ଏ ସମଗ୍ର ବିଶ୍ୱ ମୋର ପରିବାର •••
{{ ବସୁଧୈବ କୁଟୁମ୍ବକମ୍ }}
#Acharyaswarup