Перейти к содержимому

ଜ୍ଞାନେଶ ଙ୍କୁ ବଞ୍ଚେଇବାକୁ ସରକାର ଛାନିଆ ହେଇ ସାରିଲେଣି ! Gen-z reaction CJP 'Lehra Do Tiranga' delhi.

Pratidin TV

0:00 / 0:00

ଜ୍ଞାନେଶ ଙ୍କୁ ବଞ୍ଚେଇବାକୁ ସରକାର ଛାନିଆ ହେଇ ସାରିଲେଣି ! Gen-z reaction CJP 'Lehra Do Tiranga' delhi.

1 325 просмотров · 8 часов назад
Pratidin TV
1,77 млн подписчиков
1 325 просмотров · 8 часов назад
ଜ୍ଞାନେଶ ଙ୍କୁ ବଞ୍ଚେଇବାକୁ ସରକାର ଛାନିଆ ହେଇ ସାରିଲେଣି !ରାଜଧାନୀରେ ପୁଣି ଥରେ ହାଇ-ଭୋଲଟେଜ୍ ଡ୍ରାମା! କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ କନଟ୍ ପ୍ଲେସର ସେଣ୍ଟ୍ରାଲ ପାର୍କ୍‌ରେ ଆୟୋଜିତ ହେବାକୁ ଥିବା ଜାତୀୟ ପତାକା ରାଲିକୁ ଦିଲ୍ଲୀ ପୋଲିସ କଡ଼ାକଡ଼ି ଭାବେ ରୋକି ଦେଇଛି। ସେହି ଅଞ୍ଚଳରେ ଧାରା ୧୬୩ ଲାଗୁ ରହିଥିବାରୁ ଏବଂ କୌଣସି ଅନୁମତି ନମିଳିବାରୁ ପୋଲିସ ଦଳର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ପ୍ରତିଷେଧମୂଳକ ଭାବେ ହେପାଜତକୁ ନେଇଛି। ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ ବୋଲି ଦର୍ଶାଇ CJP ନେତୃତ୍ୱ ଏହି ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜୋରଦାର ବିରୋଧ କରିଛନ୍ତି ! Gen-z reaction CJP 'Lehra Do Tiranga' delhi. #CJPProtestStopped #AbhijeetDipkeDetained #LehraDoTiranga #ConnaughtPlace #DelhiPoliceAction Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha