MAA MAAHESWARI MANDIR ( ମା ମାହେଶ୍ଵରୀ ମନ୍ଦିର ) PRATISTHA MAHOTSAV , RANISARDA , SUBARNAPUR .
JAI MAA MAAHESWARI CREATION
0:00 / 0:00
MAA MAAHESWARI MANDIR ( ମା ମାହେଶ୍ଵରୀ ମନ୍ଦିର ) PRATISTHA MAHOTSAV , RANISARDA , SUBARNAPUR .
2 631 просмотр · 3 г. назад
JAI MAA MAAHESWARI CREATION
77 подписчиков
2 631 просмотр · 3 г. назад
ଜୟ ମା ମାହେଶ୍ଵରୀ🙏🙏🙏🙏
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା ମାହେଶ୍ବରୀ ଙ୍କ ର ନୂତନ ଭବ୍ୟ ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଗତ ତା ୨୯.୦୧.୨୦୨୩ ରବିବାର ଦିନ କଳସ ଶୋଭା ଯାତ୍ରା ସହ ମହାସମାରୋହରେ ଆରମ୍ଭ ହୋଇଥିଲା ।
ଚବିଶ ପ୍ରହର ନାମଯଜ୍ଞ , ପ୍ରବଚନ , ଚଣ୍ଡିପାଠ , ତୁଳସୀ ରାମାୟଣ ପାରାୟଣ , ମହିଷାସୁର ଦରବାର , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଧାଗୋବିନ୍ଦ ମଠ , ସୁଲେଇ ର ଶ୍ରୀ ଯଶୋଦା ନନ୍ଦନ ବୃନ୍ଦାବନ ଚନ୍ଦ୍ର ଦାସ ମହାରାଜ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା |
ରାଣୀସର୍ଡା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |
ରାଣୀସର୍ଡା ଗ୍ରାମ ର ସମସ୍ତ ବାସିନ୍ଦା ଙ୍କ ସହଯୋଗରେ ପ୍ରତିଷ୍ଠା ମହୋତ୍ସବ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା |
ତା ୦୫.୦୨.୨୦୨୩ ରବିବାର ଦିନ ପୂର୍ଣ୍ଣାହୁତି ସହ ପ୍ରତିଷ୍ଠା ମହୋତ୍ସବ ର ସମାପନ ହୋଇଥିଲା |
This Content Is Copyright To
MAA MAAHESWARI CREATION
YouTube Channnel .
Please LIKE , SUBSCRIBE & SHARE
JAI MAA MAAHESWARI CREATION
🙏