ଅସହାୟ ମଉସାଙ୍କ ପାଇଁ ଆମେ ପହଞ୍ଚିଲୁ #viralvideo #Athagarh
Friends Help Foundation
0:00 / 0:00
ଅସହାୟ ମଉସାଙ୍କ ପାଇଁ ଆମେ ପହଞ୍ଚିଲୁ #viralvideo #Athagarh
204 просмотра · 2 недели назад
Friends Help Foundation
155 подписчиков
204 просмотра · 2 недели назад
କୌଣସି ଅସହାୟ ଲୋକଙ୍କ ପ୍ରତି ଭେଦଭାବ କରିବା ଉଚିତ୍ ନୁହେଁ । ଏହିଭଳି ଅନେକ ବ୍ୟକ୍ତି ପୃଥିବୀରେ ଅସହାୟ ନିରବତା ଅମାନବିକତାର ଶିକାର ହୁଅନ୍ତି, ସେହିଯାଗାରେ ଜୋଦୀ ଜଣେ ଜଣେଜଣକୁ କଣ ଚାହିଁଲେ ସାହାର୍ଯ୍ୟ କରିପାରିବେନି, ସାମାନ୍ୟ ଟିକେ ଟିକେ ସାହାର୍ଯ୍ୟ ପାହାଡ଼ ପରି ହେଇଯିବ, ଆମେ ଫୁଲ ସାହାର୍ଯ୍ୟ କରିନପାରିଲେ ନାଇଁ କିନ୍ତୁ ଅତି ଛୋଟିଆ ସାହାର୍ଯ୍ୟ କରିପାରିବାତ, କଥାରେ ଅଛି ମାନବ ସେବା ମାଧବ ସେବା, ଆମେ ସମସ୍ତେ ମଠ ମନ୍ଦିରରେ ଦାନ କରୁଛେ କିନ୍ତୁ ମନ୍ଦିରରେ ଥିବା ଈଶ୍ୱର ବା ଦେବୀ ଦେବତା କଣ କେବେ ଖାଲି ପେଟରେ ରୁହନ୍ତି କି, କିନ୍ତୁ ସେଠି ମୁକ୍ତ ହସ୍ତରେ ଦାନ କରୁଛେ ଯାହାଙ୍କର ଦରକାର ନାହିଁ, ଯେଉଁଠି ଦରକାର ସେଠି ମୁହଁମୋଡ଼ି ଚାଲିଯାଉଛେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଇବାକୁ ପାଉନାହାନ୍ତି ଆଉକେହି ମେଡିକାଲ ଯାଇ ପାରୁନଶାନ୍ତି ଆମେ ସେହି ଜାଗାରେ ଟିକେତ ସାହାର୍ଯ୍ୟ କରିପାରିବା ରାଜା ମହାରାଜା ନହେଇ ପାରିଲେ ଗୁଣ୍ଡୁଚି ହେଇ ପାରିବା 🙏🏾
Help Old Man, Helping Poor People, Social Help, Humanity, Helping Hands, Poor Old Man, Odisha Vlog, Odisha Help, Emotional Video, Humanitarian Work, Friends Help Foundation, Odisha, Odia Vlog, Social Work, Village Life
#HelpingHands #HelpOldMan #Humanity #SocialWork #Odisha #OdiaVlog #EmotionalVideo #VillageLife #HelpingPoor #FriendsHelpFoundation
Facebook link 👉🏾 / 1f1aghtiv7