Перейти к содержимому

ମଟନ ଖାଇଲେ ବି ଭୋଟ ଯାହାକୁ ଦେବା କଥା ଦେବୁ ! RD women's University Voting Underway student union polls.

Pratidin TV

0:00 / 0:00

ମଟନ ଖାଇଲେ ବି ଭୋଟ ଯାହାକୁ ଦେବା କଥା ଦେବୁ ! RD women's University Voting Underway student union polls.

5 509 просмотров · 5 ч назад
Pratidin TV
1,77 млн подписчиков
5 509 просмотров · 5 ч назад
ମଟନ ଖାଇଲେ ବି ଭୋଟ ଯାହାକୁ ଦେବା କଥା ଦେବୁ ! ରମା ଦେବୀ (RD) ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ପ୍ରାୟ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ କ୍ୟାମ୍ପସ ନିର୍ବାଚନ ଫେରିଥିବାରୁ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୧୫ ଅକ୍ଟୋବର ସକାଳ ୮ଟାରୁ ଆରମ୍ଭ ହୋଇ ଦିପହର ୨ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମତଦାନ ହାର ସାମାନ୍ୟ ଧିମା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଛାତ୍ରୀମାନେ ଧାଡ଼ି ବାନ୍ଧି ଭୋଟ୍ ଦେଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। RD women's University Voting Underway student union polls. #OdishaStudentUnionElection2026 #RDWomensUniversity #CampusPollsOdisha #StudentUnionElection #RamaDeviUniversity Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha