Перейти к содержимому

ମାଆ ପୁଅ ମିଶି ଖାଇଲୁ ଅଭଡ଼ା 😋 ଏତେ ଟେଷ୍ଟି ଲାଗିଲା ଯେ ଲୋଭ ସମ୍ଭାଳି ପାରିଲୁନି 🙏 | Odia Vlog

Lifestyle Lipika

0:00 / 0:00

ମାଆ ପୁଅ ମିଶି ଖାଇଲୁ ଅଭଡ଼ା 😋 ଏତେ ଟେଷ୍ଟି ଲାଗିଲା ଯେ ଲୋଭ ସମ୍ଭାଳି ପାରିଲୁନି 🙏 | Odia Vlog

122 просмотра · 5 дней назад
Lifestyle Lipika
11 подписчиков
122 просмотра · 5 дней назад
🙏 ଜୟ ଜଗନ୍ନାଥ 🙏 ଆଜିର ଏହି ସୁନ୍ଦର ଭିଡିଓରେ ଆପଣମାନଙ୍କୁ ଆମ ଘରର ଅଭଡ଼ା ରୋଷେଇ ଓ ପୂଜାର ଦୃଶ୍ୟ ଦେଖାଇବି। ❤️ ଅଭଡ଼ା ରୋଷେଇ ହେବା ପରେ ପୂଜା ଆରମ୍ଭ ହେଲା। ପରେ ମାଆ ପୁଅ ମିଶି ଅଭଡ଼ା ଖାଇଲୁ। ଏତେ ଟେଷ୍ଟି ଲାଗିଲା ଯେ ଲୋଭ ସମ୍ଭାଳି ପାରିଲୁନି, ଆଉଥରେ ଖାଇଲୁ। 😋🙏 ଆମ ଘରର ଏହି ଛୋଟ ଖୁସି ଓ ପରିବାରର ସୁନ୍ଦର ମୁହୂର୍ତ୍ତ ଆପଣମାନଙ୍କ ସହ ବାଣ୍ଟିଲି। ଭିଡିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ ଓ ଏମିତି ଆହୁରି ସୁନ୍ଦର ଓଡ଼ିଆ ଭ୍ଲଗ୍ ଦେଖିବା ପାଇଁ ଚ୍ୟାନେଲ୍‌କୁ Subscribe କରନ୍ତୁ। ❤️ ଜୟ ଜଗନ୍ନାଥ 🙏#OdiaVlog #Abadha #OdiaFood #OdiaFamilyVlog #MaaPuaVlog #OdiaCooking #OdiaPuja #Jagannath #OdiaLifestyle #OdishaVlog #DailyVlog #OdiaFoodVlog