ବ୍ୟାଙ୍କ ଲାଭରେ ଅଛି, କୌଣସି ଆବଶ୍ୟକତା ନଥିଲା UPI ଟ୍ୟାକ୍ସ ବଢେଇବା! new UPI rules, congress condemn decision
Pratidin TV
0:00 / 0:00
ବ୍ୟାଙ୍କ ଲାଭରେ ଅଛି, କୌଣସି ଆବଶ୍ୟକତା ନଥିଲା UPI ଟ୍ୟାକ୍ସ ବଢେଇବା! new UPI rules, congress condemn decision
1 305 просмотров · 7 часов назад
Pratidin TV
1,76 млн подписчиков
1 305 просмотров · 7 часов назад
ବ୍ୟାଙ୍କ ଲାଭରେ ଅଛି, କୌଣସି ଆବଶ୍ୟକତା ନଥିଲା UPI ଟ୍ୟାକ୍ସ ବଢେଇବା ! ଭକ୍ତ ଦାସ ଏହାକୁ ସରକାରଙ୍କ "ଡିଜିଟାଲ୍ ଲୁଟ୍" ବୋଲି କହିଛନ୍ତି। ପ୍ରଥମେ ସରକାର ଲୋକଙ୍କୁ ଡିଜିଟାଲ୍ ପେମେଣ୍ଟ କରିବାକୁ ବାଧ୍ୟ କଲେ ଏବଂ ଏବେ ତାହା ଉପରେ ଚାର୍ଜ ବସାଇ ସାଧାରଣ ଲୋକଙ୍କ ଉପରେ ବୋଝ ବଢ଼ାଉଛନ୍ତି।ୟୁପିଆଇ (UPI) କାରବାର ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ନିୟମକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦେଶର ବ୍ୟାଙ୍କଗୁଡ଼ିକ ଏବେ ₹୨ ଲକ୍ଷ କୋଟିରୁ ଅଧିକ ଲାଭ କରୁଛନ୍ତି, ତେଣୁ UPI ଉପରେ କୌଣସି ପ୍ରକାର ଚାର୍ଜ ଲଗାଇବାର କୌଣସି ଆବଶ୍ୟକତା ନଥିଲା। new UPI rules, congress condemn decision.
#BhaktaCharanDas #UPICharges #CongressVsBJP #OdishaPolitics #DigitalLoot
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha