Перейти к содержимому

OAVS TGT Odia Class 2026🎯|| କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ଉପେନ୍ଦ୍ର ଭଞ୍ଜ | Koti Brahmanda Sundari

Thakur Sir Education

0:00 / 0:00

OAVS TGT Odia Class 2026🎯|| କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ଉପେନ୍ଦ୍ର ଭଞ୍ଜ | Koti Brahmanda Sundari

4 335 просмотров · 1 мес. назад
Thakur Sir Education
1,43 тыс. подписчиков
4 335 просмотров · 1 мес. назад
ଆଜିର ଏହି ଭିଡିଓରେ ଆମେ OAVS TGT Odia ପରୀକ୍ଷା ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧ କାଳ୍ପନିକ କାବ୍ୟ 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ' ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିଛେ। ଏହି ଭିଡିଓଟି ଆପଣଙ୍କ ଆଗାମୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS) ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। 📌 ଆଜିର ଭିଡିଓରେ ଆମେ କଣ ସବୁ ଆଲୋଚନା କରିଛେ:କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ଛାନ୍ଦ ସଂଖ୍ୟା (୩୫ ଟି ଛାନ୍ଦ)କାବ୍ୟର ମୁଖ୍ୟ ନାୟକ (ପୁଷ୍ପକେତୁ) ଓ ନାୟିକାରାଜା ବିଶ୍ୱାନନ୍ଦ ଓ କାବ୍ୟର ମୁଖ୍ୟ କଥାବସ୍ତୁଶ୍ରୀଜଗନ୍ନାଥ ସ୍ତୁତି ଓ ଶ୍ରୀକ୍ଷେତ୍ର ମହାତ୍ମ୍ୟପରୀକ୍ଷା ଉପଯୋଗୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ (Exam Oriented Points)ଯଦି ଆପଣ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି, ତେବେ ଭିଡିଓଟିକୁ Like କରନ୍ତୁ, ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ OAVS TGT Odia ର ସମ୍ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଚ୍ୟାନେଲକୁ Subscribe କରିବାକୁ ଜମାରୁ ଭୁଲନ୍ତୁ ନାହିଁ।ଧନ୍ୟବାଦ! 🙏ଜୟ ଜଗନ୍ନାଥ।" #OAVSTGTOdia #UpendraBhanja #KotiBrahmandaSundari #OAVSExam #OdiaSahitya #OAVSPreparation #ReetiJuga #OdishaTeacherExam #OAVS2026 #thakursir #thakursirodia