ରୂପା ପିଣ୍ଟୁ VS ଜ୍ୟୋତି ସିମରନ୍ — ବୋଉର ଅଦାଲତରେ! 😂 #rupapintukhusiexpress #simran #odiayoutuber #trend
Seema Diary
0:00 / 0:00
ରୂପା ପିଣ୍ଟୁ VS ଜ୍ୟୋତି ସିମରନ୍ — ବୋଉର ଅଦାଲତରେ! 😂 #rupapintukhusiexpress #simran #odiayoutuber #trend
23 986 просмотров · 10 ч назад
Seema Diary
10,5 тыс. подписчиков
23 986 просмотров · 10 ч назад
ରୂପା ପିଣ୍ଟୁ VS ଜ୍ୟୋତି ସିମରନ୍… ଆଜିକାଲି ଓଡ଼ିଆ YouTube ଦୁନିଆରେ କାହା ଚର୍ଚ୍ଚା କମ୍ ନାହିଁ! 😂
କିନ୍ତୁ ଏହି ସବୁ YouTuber ଙ୍କୁ ନେଇ ମୋ ବୋଉଙ୍କ ମନରେ କ'ଣ ଚାଲିଛି? କିଏ କ'ଣ କରୁଛନ୍ତି, କିଏ କାହାକୁ ନେଇ ଚର୍ଚ୍ଚାରେ… ଆଉ ଏସବୁ ଦେଖି ମୋ ବୋଉଙ୍କର ମତ କ'ଣ?
ଆଜିର ଏହି ଭିଡିଓରେ ମା'-ଝିଅଙ୍କ ମଧ୍ୟରେ ଟିକେ ମଜା, ଟିକେ ବ୍ୟଙ୍ଗ ଆଉ ଅନେକ ମଜାଦାର କଥାବାର୍ତ୍ତା।
ଆପଣଙ୍କ ମତରେ ଓଡ଼ିଆ YouTube ଦୁନିଆରେ କାହାର ଚର୍ଚ୍ଚା ଅଧିକ? ରୂପା ପିଣ୍ଟୁ ନା ଜ୍ୟୋତି ସିମରନ୍? କମେଣ୍ଟରେ ଜଣାନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like, Share ଓ Channel Subscribe କରନ୍ତୁ।
#RupaPintu #JyotiSimran #OdiaYouTubers #OdiaEntertainment #OdiaFamily