ଓରାଙ୍ଗଉଟାନ୍ ଚାଲାଣ ପଛରେ ଅନ୍ତର୍ଜାତୀୟ ମାଫିଆ ? ମନ୍ତ୍ରୀ ଦେଲେ ବଡ଼ ସଙ୍କେତ | Minister’s Big Statement !
Prameya Digital
0:00 / 0:00
ଓରାଙ୍ଗଉଟାନ୍ ଚାଲାଣ ପଛରେ ଅନ୍ତର୍ଜାତୀୟ ମାଫିଆ ? ମନ୍ତ୍ରୀ ଦେଲେ ବଡ଼ ସଙ୍କେତ | Minister’s Big Statement !
1 545 просмотров · 6 дней назад
Prameya Digital
143 тыс. подписчиков
1 545 просмотров · 6 дней назад
Five Orangutans Found in Odisha, Wildlife Trafficking Suspected
ଓଡ଼ିଶାର ଏକ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ମିଳିବା ପରେ ଉଠିଛି ବଡ଼ ପ୍ରଶ୍ନ। ଏହି ଓରାଙ୍ଗଉଟାନ୍ମାନେ ଓଡ଼ିଶାକୁ କେମିତି ଆସିଲେ, ତାହାକୁ ନେଇ ତଦନ୍ତ ଆରମ୍ଭ ହେବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି, ଏହା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣକାରୀ ମାଫିଆର ସମ୍ପୃକ୍ତି ଥାଇପାରେ। ମିଳିଥିବା ଓରାଙ୍ଗଉଟାନ୍ମାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି କୁହାଯାଉଛି।
#prameyadigital #Odisha #Orangutan #Orangutans #OdishaNews #Wildlife #WildlifeTrafficking #WildlifeCrime #WildlifeRescue #AnimalRescue #WildlifeConservation #WildlifeProtection #IllegalWildlifeTrade #AnimalProtection #OdishaForest #ForestDepartment #WildlifeInvestigation #InternationalTrafficking
Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today.
👍 Like | 🔄 Share | 💬 Comment | 🔔 Subscribe Prameya Digital
For latest news updates follow us on WhatsApp: https://www.whatsapp.com/channel/0029...
For latest Odisha News Follow us:
Website: http://www.prameya.com
/ prameyadigital
/ prameyadigital
/ @prameyadigital
/ prameya-digital-2853663a7
/ prameyadigital
https://www.whatsapp.com/channel/0029...