Перейти к содержимому

ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! Cyber Crime Cell Fake Call Frauds, bbsr

Pratidin TV

0:00 / 0:00

ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! Cyber Crime Cell Fake Call Frauds, bbsr

228 826 просмотров · 6 месяцев назад
Pratidin TV
1,76 млн подписчиков
228 826 просмотров · 6 месяцев назад
ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! ରଂଗ ନମ୍ବର ରୁ କଲ କରି 2 ଲକ୍ଷ ଟଙ୍କା ଠକେଇ। ଏମିତି ଠକେଇ ର ଶିକାର ହେଇଛନ୍ତି ଭୁବନେଶ୍ୱର ଜଣେ ମହିଳା। ସୁଚନା ଅନୁସାରେ କିଛି ଦିନ ପୂର୍ବରୁ ଉକ୍ତ ମହିଳା ଙ୍କୁ ଏକ ଅଜଣା ନମ୍ବର ରୁ କଲ ଆସିଥିଲା । କଲ ଟି ଇଂଲଣ୍ଡ ରୁ ଆସିଛି ଓ କଲ କରିଥିବା ଯୁବକ ଜଣକ ହେଉଛନ୍ତି ସାହିଲ ବର୍ମା ବୋଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ କଲେ। ପରବର୍ତ୍ତୀ ମୁହୂର୍ତ୍ତ ରେ ଓଡ଼ିଶା ଆସିବାକୁ କହି ବିଭିନ୍ନ ବାହାନା କରି ଉକ୍ତ ମହିଳା ଙ୍କ ଠାରୁ 2 ଲକ୍ଷ ଟଙ୍କା ଠକେଇ କରିଥିଲେ। Cyber Crime Cell Fake Call Frauds, bbsr #CyberCrime #FakeCallFrauds #bbsr #odishanews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha