Перейти к содержимому

ଏମିତି ପାଠ , ଚାକିରି ନିଶ୍ଚିତ || Career In Agriculture Science || Career Podcast||OR

Odisha Reporter

0:00 / 0:00

ଏମିତି ପାଠ , ଚାକିରି ନିଶ୍ଚିତ || Career In Agriculture Science || Career Podcast||OR

17 852 просмотра · 10 месяцев назад
Odisha Reporter
2,98 млн подписчиков
17 852 просмотра · 10 месяцев назад
ବାହାର ରାଜ୍ୟରେ ଦାଦନ ଖଟିବା ଅପେକ୍ଷା ନିଜ କ୍ଷେତରେ ସୁନାର ଫସଲ ଫଳାଇ ପାରିବେ । ବିଲ ହିଡରେ ମୁଣ୍ଡରେ ହାତ ଦେଇ ଚିନ୍ତା କରିବାର ସମୟ ଗଲା। ଏବେ ବୈଷୟିକ ଶିକ୍ଷା ଓ ଜ୍ଞାନକୌଶଳ ବ୍ୟବହାର କରି କୃଷିରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । ପାଠ ପଢ଼ି ବ୍ୟାଙ୍କରେ କୃଷି ଅଧିକାରୀ ହେଉ ଅବା ନିଜସ୍ବ ଫାର୍ମ କରି ମୋଟା ଅଙ୍କର ଟଙ୍କା ଅର୍ଜିପାରିବେ । କୃଷି ବିଜ୍ଞାନ ପାଠ୍ୟକ୍ରମରେ ଏମିତି କେତେ କଣ ସୁଯୋଗ ରହିଛି। ଆସନ୍ତୁ Agriculture Entrepreneur ଡକ୍ଟର ସୁଶାନ୍ତ ନାୟକଙ୍କଠୁ ଜାଣିବା , ଏ କ୍ଷେତ୍ରରେ ପିଲାମାନେ କେମିତି କରିବେ କ୍ୟାରିୟର। 🚜 Why work as a labourer outside the state when you can earn lakhs in your own land? Today’s youth can build a strong and profitable career in agriculture using technical knowledge, modern skills & scientific methods. In this exclusive interview, Agriculture Entrepreneur Dr. Sushant Nayak explains: ✨ How students can build a career in agriculture ✨ How to earn big through farming & agribusiness ✨ Why agriculture officers, farm managers & agri-entrepreneurs are in high demand ✨ How modern farming can generate ₹5–10 lakh+ income ✨ Best courses, qualifications & job opportunities for youth Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #CareerPodcast #agriculture #entrepreneur #OUAT #agribusiness