Перейти к содержимому

Exclusive Interview With Friend of India's Youngest Martyr Baji Rout Who Witnessed His Death

Odisha Reporter

0:00 / 0:00

Exclusive Interview With Friend of India's Youngest Martyr Baji Rout Who Witnessed His Death

1 810 977 просмотров · 3 года назад
Odisha Reporter
2,98 млн подписчиков
1 810 977 просмотров · 3 года назад
ସହିଦ ବାଜି ରାଉତଙ୍କର କଥା କିଏ ନ ଜାଣିଛି। ହେଲେ ସେ ଘଟଣାକୁ ଦେଖିଥିବା ଜଣେ ଲୋକ ଏବେ ବି ଜୀବୀତ ଅଛନ୍ତି। ତାଙ୍କ ନାଁ କାହ୍ନୁଚରଣ ମଲ୍ଲିକ। ଘର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର। ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା। କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #odisha #BajiRout #SpecialInterview #freedomfighter #Dhenkanal