Перейти к содержимому

୨ ଦିନ ବଡ଼ ବିପଦ ! Flood In Mahanadi | Mundali To Peak At 9.5 Lakh Cusecs | Next 48Hours Critical

News18 Odia

0:00 / 0:00

୨ ଦିନ ବଡ଼ ବିପଦ ! Flood In Mahanadi | Mundali To Peak At 9.5 Lakh Cusecs | Next 48Hours Critical

8 337 просмотров · 1 месяц назад
News18 Odia
6,22 млн подписчиков
8 337 просмотров · 1 месяц назад
Medium Flood In Mahanadi: Mundali To Peak At 9.5 Lakh Cusecs | Next 48 Hours Critical ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା...ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଆସନ୍ତା ୨ ଦିନ ଗୁରୁତ୍ତ୍ୱପୂର୍ଣ୍ଣ...ମୁଣ୍ଡଳିରେ ଆଜି ସଂଧ୍ୟା ସୁଦ୍ଧା ପ୍ରବାହିତ ହେବ ସର୍ବାଧିକ ଜଳ...ମୁଣ୍ଡଳିରେ ୯ ଲକ୍ଷ ୫୦ କ୍ୟୁସେକ ପାଣି ପ୍ରବାହିତ ହେବ...ମୁଣ୍ଡଳିରେ ଅପରାହ୍ନ ୩ଟା ସୁଦ୍ଧା ୮ ଲକ୍ଷ ୫୦ ହଜାର ୫୦୧ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା...ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୧୯ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି...୨ଟି ଗେଟ୍‌ ଦେଇ ମାତ୍ର ୬୪ ହଜାର କ୍ୟୁସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି... Mahanadi Flood Alert: Medium Flood Imminent; Next 48 Hours Highly Critical! A medium flood is expected in the Mahanadi River system as water levels rise rapidly. According to the latest updates, peak floodwaters will pass through the Mundali Gauge Station near Cuttack, with peak discharge estimated to reach 9.5 lakh cusecs. #MahanadiFlood #MundaliBarrage #HirakudDam #OdishaFlood #CuttackFlood #FloodAlert #OdishaNews #BreakingNews #OdiaNews #News18Odia News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU