Перейти к содержимому

ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ. #ଜଗନ୍ନାଥଭଜନ #କୀର୍ତ୍ତନ #odiakirtan

Nama jangya, ନାମ ଯଜ୍ଞ

0:00 / 0:00

ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ. #ଜଗନ୍ନାଥଭଜନ #କୀର୍ତ୍ତନ #odiakirtan

103 просмотра · 10 дн. назад
Nama jangya, ନାମ ଯଜ୍ଞ
639 подписчиков
103 просмотра · 10 дн. назад
ଜୟ ଜଗନ୍ନାଥ! ପାରମ୍ପରିକ ଗ୍ରାମ୍ୟ ଜୀବନର ପବିତ୍ର ପୀଠ ଭାଗବତ ଟୁଙ୍ଗୀ ହେଉଛି ଆମ ଗାଁର ନ୍ୟାୟାଳୟ, ସାଂସ୍କୃତିକ କେନ୍ଦ୍ର ଓ ଶିକ୍ଷାଶାଳା। ଚଳିତ ବର୍ଷ ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଟୁଙ୍ଗୀକୁ ସଫାସୁତୁରା କରି, ଗୋମୟ ଲିପାପୋଛା ଓ ଫୁଲ ତୋରଣରେ ଅତି ସୁନ୍ଦର ଭାବେ ସଜାଯାଇଛି। ଏହି ପବିତ୍ର ତିଥିରେ ଖଣ୍ଡହତା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଅତି ଭକ୍ତିପୂର୍ଣ୍ଣ ମାହୋଲରେ ଆହୋରାତ୍ର ନାମ ସଙ୍କୀର୍ତ୍ତନ (ନାମଯଜ୍ଞ) ଆୟୋଜିତ ହୋଇଯାଇଛି। ଏହି ଭିଡିଓରେ ଆପଣ ଶ୍ରବଣ କରିପାରିବେ ଅତି ସୁମଧୁର ହୃଦୟସ୍ପର୍ଶୀ ଭକ୍ତି ଭଜନ "ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ"। ହରିନାମର ମହାନ ଧ୍ୱନିରେ ସାରା ପରିବେଶ କିପରି ଆଧ୍ୟାତ୍ମିକମୟ ହୋଇଉଠିଛି, ତାହାର ଏକ ସୁନ୍ଦର ଝଲକ ଏହି ଭିଡିଓରେ ଦେଖନ୍ତୁ। ଆସନ୍ତୁ, ଆମର ଏହି ପାରମ୍ପରିକ କଳା ଓ ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ ରଖିବା। ଯଦି ଆପଣଙ୍କୁ ଆମ ଗାଁର ଏହି ଭକ୍ତିମୟ ଭିଡିଓଟି ଭଲ ଲାଗେ, ତେବେ ଭିଡିଓକୁ Like, Share କରନ୍ତୁ ଏବଂ ଆଗକୁ ଏମିତି ଆହୁରି ସୁନ୍ଦର ସଂସ୍କୃତି ଓ ସଙ୍କୀର୍ତ୍ତନ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲନ୍ତୁ ନାହିଁ। ଭିଡିଓର ମୁଖ୍ୟ ଆକର୍ଷଣ: ଖଣ୍ଡହତା ଗ୍ରାମ୍ୟ ଭାଗବତ ଜନ୍ମ ଉତ୍ସବ ୨୦୨୬ ସୁଜସିତ ଭାଗବତ ଟୁଙ୍ଗୀର ଦୃଶ୍ୟ ଖଣ୍ଡହତା ସଂକୀର୍ତ୍ତନ ମଣ୍ଡଳୀଙ୍କ ଆହୋରାତ୍ର ନାମଯଜ୍ଞ ସୁମଧୁର ଓଡ଼ିଆ ଭଜନ - ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ #ଭାଗବତଜନ୍ମ #ଭାଗବତଟୁଙ୍ଗୀ #ଖଣ୍ଡହତା #ନାମସଙ୍କୀର୍ତ୍ତନ #ଓଡ଼ିଆସଂସ୍କୃତି #ସନାତନ #Angul #kandhahata #Kishorenagar #OdiaBhajan #ଦୟାକରଦୀନବନ୍ଧୁ #Odishaculture