Перейти к содержимому

ସହରଠାରୁ ସମ୍ପୂର୍ଣ୍ଣ ଅଲଗା ଆମ ସୁନ୍ଦର ଗାଁ | ଓଡ଼ିଶା ଗାଁର ଅସଲି ସୌନ୍ଦର୍ଯ୍ୟ | Vlog Adesh|Tribel Village Vide

VLOG ADESH

0:00 / 0:00

ସହରଠାରୁ ସମ୍ପୂର୍ଣ୍ଣ ଅଲଗା ଆମ ସୁନ୍ଦର ଗାଁ | ଓଡ଼ିଶା ଗାଁର ଅସଲି ସୌନ୍ଦର୍ଯ୍ୟ | Vlog Adesh|Tribel Village Vide

68 просмотров · 9 дн. назад
VLOG ADESH
183 подписчика
68 просмотров · 9 дн. назад
ଭାଇମାନେ, ନମସ୍କାର! 🙏❤️ ଆପଣମାନଙ୍କୁ Vlog Adesh ଚ୍ୟାନେଲ୍‌କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ଦେଖିବା ଆମ ଓଡ଼ିଶାର ଏକ ସୁନ୍ଦର ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ। ଚାରିଆଡ଼େ ସବୁଜ ଧାନକ୍ଷେତ, ସୁନ୍ଦର ପାହାଡ଼, ଗାଁର ମାଟି ଘର ଆଉ ଶାନ୍ତ ପରିବେଶ। ସତରେ, ଗାଁର ଜୀବନ ସହରଠାରୁ କେତେ ଅଲଗା ଓ ସୁନ୍ଦର, ତାହା ଆଜିର ଭିଡିଓରେ ଦେଖିବାକୁ ପାଇବେ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭଲ ଲାଗିଲେ Like କରନ୍ତୁ, ଆଉ ଆମ Vlog Adesh ପରିବାରରେ ସାମିଲ ହେବା ପାଇଁ Channel Subscribe କରନ୍ତୁ। Hello brothers, Namaskar! 🙏❤️ Welcome back to Vlog Adesh! Today, we are exploring the beautiful village life of Odisha. From lush green paddy fields and stunning hills to traditional village houses and peaceful natural surroundings, this place is full of beauty and simplicity. Village life has a special charm that makes us feel connected to nature. So, watch this video till the end, and if you enjoy it, please Like, Share, and Subscribe to Vlog Adesh.