Перейти к содержимому

ବଣମଣିଷକୁ ନ୍ୟାୟ ଦେଇପାରିଲାନି ଏ ମଣିଷ | Odisha Reporter

Odisha Reporter

0:00 / 0:00

ବଣମଣିଷକୁ ନ୍ୟାୟ ଦେଇପାରିଲାନି ଏ ମଣିଷ | Odisha Reporter

1 693 просмотра · 1 день назад
Odisha Reporter
2,98 млн подписчиков
1 693 просмотра · 1 день назад
ବଣମଣିଷକୁ ନ୍ୟାୟ ଦେଇପାରିଲାନି ଏ ମଣିଷ | Odisha Reporter ଭୋଗରାଇ ଜଙ୍ଗଲରୁ ୫ଟି ଓରାଙ୍ଗଓଟାନ ଉଦ୍ଧାର ଘଟଣାକୁ 17 ଦିନ। ହେଲେ ଏହି ଦୁର୍ଲଭ ବନ୍ୟପ୍ରାଣୀ ଓଡ଼ିଶାରେ କିପରି ପହଞ୍ଚିଲେ?... କିଏ ସେମାନଙ୍କୁ ଆଣିଥିଲା ଏବଂ ଜଙ୍ଗଲରେ କାହିଁକି ଛାଡ଼ି ଦିଆଗଲା... ତାହା ଏବେ ବି ଅନ୍ଧାର ଘେରରେ ।ଏସ ଟି ଏଫର ସ୍ବତନ୍ତ୍ର ଦଳ ଏ ପର୍ଯ୍ୟନ୍ତ ସନ୍ଦେହରେ ଥିବା ବାପା ପୁଅଙ୍କ ପାଖରେ ପହଞ୍ଚିପାରିନି। ଚର୍ଚ୍ଚା ହେଉଛି ବାପା ପୁଅ ଇଣ୍ଡୋନେସିଆରେ ଥାଇପାରନ୍ତି। #odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #jaleswar #jaleswarnews #orangutan #nandankanan #orangutanrescue Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter