Перейти к содержимому

ମନ୍ଦରଡା ପ୍ରହଲ୍ଲାଦଙ୍କ କଣ୍ଠରୁ ଶୁଣନ୍ତୁ " ବ୍ରଜ ସୁନ୍ଦର ହେ ଦେଖା ଦିଅ ଏଠାର"

AMA KALAKARA

0:00 / 0:00

ମନ୍ଦରଡା ପ୍ରହଲ୍ଲାଦଙ୍କ କଣ୍ଠରୁ ଶୁଣନ୍ତୁ " ବ୍ରଜ ସୁନ୍ଦର ହେ ଦେଖା ଦିଅ ଏଠାର"

4 097 просмотров · 11 дней назад
AMA KALAKARA
5,62 тыс. подписчиков
4 097 просмотров · 11 дней назад
ଆମ କଳାକାର ଆମ ଲୋକକଳା, ଆମ କଳାକାର, ଆମ ଗୌରବ ମାଟି ସହ ଯୋଡ଼ି ରହିଥିବା କଳା… ପିଢ଼ି ପରେ ପିଢ଼ି ବଞ୍ଚି ରହିଥିବା ପରମ୍ପରା… ଆଉ ସେହି ପରମ୍ପରାକୁ ନିଜ ଜୀବନର ସାଧନା କରିଥିବା ଆମ କଳାକାର। “ଆମ କଳାକାର” ଏକ ଗବେଷଣାଧର୍ମୀ ସାଂସ୍କୃତିକ YouTube କାର୍ଯ୍ୟକ୍ରମ। ଏହି ମଞ୍ଚ ମାଧ୍ୟମରେ ଆମେ ଆପଣଙ୍କ ସାମ୍ନାକୁ ଆଣୁଛୁ ଆମ ଲୋକକଳାର ଅନେକ ଅଜଣା କାହାଣୀ ଏବଂ ସେହି କଳାକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କ ରୋମାଞ୍ଚକର ଜୀବନୀ। କଳାକାରଙ୍କ ମଞ୍ଚ ଜୀବନରୁ ଆରମ୍ଭ କରି ତାଙ୍କର ଶୈଶବ, କଳା ଶିକ୍ଷା, ଗୁରୁ, ସାଧନା, ସଂଘର୍ଷ, ସଫଳତା, ଅନୁଭୂତି ଓ ଜୀବନର ଅନେକ ଅଜଣା ଅଧ୍ୟାୟ—ସାକ୍ଷାତକାର ମାଧ୍ୟମରେ ଜାଣିବାକୁ ଆମର ଏହି ପ୍ରୟାସ। ବିଶେଷ କରି ଗାହାଣ, ଭାରତଲୀଳା, ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳା, ଦାଶ କାଠିଆ, ପାଲା, ପ୍ରହଲ୍ଲାଦ ନାଟକ, ଘୁଡୁକି, ପଶୁମୁଖା, ବାଘଷଣ୍ଢ ଭଳି ଲୋକକଳା ସହ ଜଡ଼ିତ କଳାକାରମାନଙ୍କ ଜୀବନ ଓ କଳାସାଧନାକୁ ଲୋକଲୋଚନକୁ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ। କଳା କେବଳ ମଞ୍ଚରେ ଦେଖାଯାଏ ନାହିଁ, କଳାକାରଙ୍କ ଜୀବନରେ ମଧ୍ୟ ଲୁଚି ରହିଥାଏ ଅନେକ କାହାଣୀ। ସେହି କାହାଣୀକୁ ଖୋଜିବା, ଜାଣିବା ଓ ଆପଣଙ୍କ ପାଖରେ ପହଞ୍ଚାଇବାର ଏହି ଯାତ୍ରାରେ “ଆମ କଳାକାର” ସହ ଯୋଡ଼ି ହୁଅନ୍ତୁ। ❤️ ଆପଣଙ୍କ ଭଲପାଇବା ଓ ଉତ୍ସାହ ହିଁ ଆମର ପ୍ରେରଣା। ଚ୍ୟାନେଲକୁ Subscribe କରନ୍ତୁ ଏବଂ ଆମ ଲୋକକଳା, ଆମ କଳାକାର ଓ ଆମ ସଂସ୍କୃତିର ଏହି ଅନନ୍ୟ ଯାତ୍ରାର ସାଥୀ ହୁଅନ୍ତୁ।