Перейти к содержимому

Difference Between Literature/Philosophy & Science Iସାହିତ୍ୟ/ଦର୍ଶନଶାସ୍ତ୍ର ଓ ଅନ୍ୟ ବିଜ୍ଞାନ ଭିତର ଭିନ୍ନତା

Advait VidyaPeeth (Odia)

0:00 / 0:00

Difference Between Literature/Philosophy & Science Iସାହିତ୍ୟ/ଦର୍ଶନଶାସ୍ତ୍ର ଓ ଅନ୍ୟ ବିଜ୍ଞାନ ଭିତର ଭିନ୍ନତା

24 просмотра · 9 ч назад
Advait VidyaPeeth (Odia)
542 подписчика
24 просмотра · 9 ч назад
ଅଦ୍ଵୈତ ବିଦ୍ୟାପୀଠ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଆମ ଚ୍ୟାନେଲ ରେ ଦର୍ଶନଶାସ୍ତ୍ର, ସମାଜଶାସ୍ତ୍ର, ମନୋବିଜ୍ଞାନ, ରାଜନୀତି ବିଜ୍ଞାନ, ପରିବେଶ ବିଜ୍ଞାନ, ତର୍କଶାସ୍ତ୍ର, ବିଭିନ୍ନ ସାମାଜିକ ସମସ୍ୟା ଓ ତାର ସମାଧାନ ସମ୍ଭନ୍ଧୀୟ ଜ୍ଞାନ ପାଇ ପାରିବେ। +2 ଓ +3 ଛାତ୍ରଛାତ୍ରୀଙ୍କ Syllabus ଉପରେ, ପ୍ରବେଶିକା ପରୀକ୍ଷା ପାଈଁ ପ୍ରସ୍ତୁତି ଓ ବିଭିନ୍ନ ସାମାଜିକ ସମସ୍ୟା ଉପରେ ପ୍ରତ୍ୟେକଦିନ Google Meet/YouTube ରେ କ୍ଲାସ୍ କରିଥାଉ। ଆମର ସମସ୍ତ କ୍ଲାସ୍ Free of Cost ହୁଏ। 💻ଆମେ +2 ଛାତ୍ରଛାତ୍ରୀମାନଙ୍କ ପାଇଁ Free Online Classes ମଧ୍ୟ କରିଥାଉ। ଯଦି ଆପଣ ଜଣେ +2 Student ତାହେଲେ ତଳେ ଦିଆ ଯାଇଥିବା Gmail ID ରେ ଆପଣଙ୍କ ନାମ, କୋର୍ସ ର ନାମ ଓ କଲେଜ୍ ର ନାମ ଲେଖି ପଠେଇ ପାରିବେ। 📧 Gmail: advaitvidyapeeth@gmail.com Online Class ରେ ଯୋଗଦେବା ପାଇଁ Students Name, Whatsapp No, College & Course Name କୁ Gmail କୁ ପଠାନ୍ତୁ ଧନ୍ୟବାଦ୍ ଅଦ୍ଵୈତ ବିଦ୍ୟାପୀଠ