Перейти к содержимому

Идёт прямой эфир

Трансляции Youvio пока не открывает — они идут другим способом доставки, чем обычные видео. Записи завершённых эфиров и остальные ролики работают как всегда.

🔴 LIVE: ଦଶପଲ୍ଲାରେ ଚାଞ୍ଚଲ୍ୟ! ୩ ଦିନ ଧରି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର | Knews Odisha

В эфиреСейчас смотрят: 55 · Трансляция началась 84 минуты назад
KNews Odisha
1,81 млн подписчиков
Сейчас смотрят: 55 · Трансляция началась 84 минуты назад
ଦଶପଲ୍ଲାରେ ଚାଞ୍ଚଲ୍ୟ! ୩ ଦିନ ଧରି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର ଦଶପଲ୍ଲାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର | #KNewsOdisha #DaspallaNews ୩ ଦିନ ଧରି ନିଖୋଜ ଥିବା ଅସନିବେରେଣା ଗାଁର ବିରଞ୍ଚି ନାଏକଙ୍କ ମୃତଦେହ ମାଟିତଳୁ ଉଦ୍ଧାର। କୁଟିବାରୀ ନିକଟସ୍ଥ ଡବାଖୋଲର ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଲା ମୃତଦେହ। ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। #Daspalla #NayagarhNews #BiranchiNaik #MissingPerson #BodyRecovered ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ Website: http://www.knewsodisha.com Mobile App: https://t.ly/NsnzF Facebook:   / knewsodisha   YouTube:    / knewsodisha   Twitter:   / knewsodia   Instagram:   / knewsodisha   #knews #knewsodisha #odisha #odishanews #ajirakhabar #ajiranews