ସଦା ପ୍ରଭୁଙ୍କର ଧନ୍ୟବାଦ କର | Sada Prabhunkara Dhanyabad Kara | New Odia Christian Worship Song
RABI PASKA MS
0:00 / 0:00
ସଦା ପ୍ରଭୁଙ୍କର ଧନ୍ୟବାଦ କର | Sada Prabhunkara Dhanyabad Kara | New Odia Christian Worship Song
1 092 просмотра · 7 дней назад
RABI PASKA MS
355 подписчиков
1 092 просмотра · 7 дней назад
ସଦା ପ୍ରଭୁଙ୍କର ଧନ୍ୟବାଦ କର | Sada Prabhunkara Dhanyabad Kara | New Odia Christian Worship Song |@RABIPASKAMS
📖 description
🙏ସଦା ପ୍ରଭୁଙ୍କର ଧନ୍ୟବାଦ କର🙏
ଆମର ଏହି ସଙ୍ଗୀତ ପରିବାରକୁ ଆସିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। 🙏❤️
ଏହି ଚ୍ୟାନେଲ୍ରେ ଆପଣ ମନଛୁଆଁ ଓଡ଼ିଆ ସଙ୍ଗୀତ, ଭକ୍ତିପୂର୍ଣ୍ଣ ଭଜନ, ଆକର୍ଷଣୀୟ ମେଲୋଡି ଏବଂ ପ୍ରତିଦିନ ନୂଆ ନୂଆ ଗୀତର ସୁନ୍ଦର ଆନନ୍ଦ ନେଇପାରିବେ। 🎶🎧
📌 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ:
🎧 ପ୍ରତିଦିନ ନୂଆ ନୂଆ ଓଡ଼ିଆ ଗୀତ ଶୁଣିବା ପାଇଁ ଆମ ଚ୍ୟାନେଲ୍କୁ Subscribe କରନ୍ତୁ।
👍 ଯଦି ଆମର ଗୀତ ଆପଣଙ୍କୁ ଭଲ ଲାଗୁଛି, ତେବେ Like ଏବଂ Share କରିବାକୁ ଭୁଲନ୍ତୁ ନାହିଁ।
🔔 ସବୁ ନୂଆ ଭିଡିଓର ସୂଚନା ସବୁଠାରୁ ଆଗରୁ ପାଇବା ପାଇଁ Bell Icon (🔔) କୁ ନିଶ୍ଚୟ ଦବାନ୍ତୁ।
ଆପଣଙ୍କର ଭଲପାଇବା, ସ୍ନେହ ଏବଂ ସହଯୋଗ ଆମର ସବୁଠାରୁ ବଡ଼ ୱପ୍ରେରଣା। ❤️
ଧନ୍ୟବାଦ! ❤️
🌐 Follow Us On Social Media:
▶️ YouTube:
/ @rabipaskams
📘 Facebook:
/ 1hkxprj5g1
📸 Instagram:
https://www.instagram.com/rabipaska_1...
Full lyrics 👇
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୦
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୦
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ଦେବ ମାନଙ୍କର ଦେବଙ୍କର
ଧନ୍ୟବାଦ କର
ରାଜା ମାନଙ୍କର ରାଜାଙ୍କର
ଧନ୍ୟବାଦ କର ( ୨ ଥର )
ଦେବ ମାନଙ୍କର ଦେବଙ୍କର
ଧନ୍ୟବାଦ କର
ରାଜା ମାନଙ୍କର ରାଜାଙ୍କର
ଧନ୍ୟବାଦ କର ( ୨ ଥର )
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ ଥର )
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ ଥର )
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସ୍ୱର୍ଗ ର ପରମେଶ୍ବରଙ୍କର
ଧନ୍ୟବାଦ କର
ପ୍ରଭୁ ମାନଙ୍କର ପ୍ରଭୁଙ୍କର
ଧନ୍ୟବାଦ କର ( ୨ ଥର )
ସ୍ୱର୍ଗ ର ପରମେଶ୍ବରଙ୍କର
ଧନ୍ୟବାଦ କର
ପ୍ରଭୁ ମାନଙ୍କର ପ୍ରଭୁଙ୍କର
ଧନ୍ୟବାଦ କର ( ୨ ଥର )
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୨
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୨
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୨
କାରଣ ତାହାଙ୍କର ଦୟା
ଅନନ୍ତ କାଳସ୍ଥାୟୀ ( ୨ଥର ) ୨
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
ସଦା ପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ... ମଙ୍ଗଳ ମୟ
#christian
#christianmusic
#christiansongs
#worship
#worshipmusic