କଳା ଝାଡ଼ା କାହିଁକି ହୁଏ? | Dark Stool/ Melena in Odia | Signs & Treatments | Dr Shakti Prasad Choudhury
Swasthya Plus Odia
0:00 / 0:00
କଳା ଝାଡ଼ା କାହିଁକି ହୁଏ? | Dark Stool/ Melena in Odia | Signs & Treatments | Dr Shakti Prasad Choudhury
69 506 просмотров · 3 года назад
Swasthya Plus Odia
805 тыс. подписчиков
69 506 просмотров · 3 года назад
#DarkStool #Melena #OdiaHealthTips
ସାଧାରଣତଃ ପାକସ୍ଥଳୀ-ଅନ୍ତନଳୀରେ ଅଲସର ହେଲେ କଳା ଝାଡ଼ା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ବିଭିନ୍ନ ଜଟିଳତା ଆଡ଼କୁ ନେଇପାରେ। ତେଣୁ କଳା ଝାଡ଼ାକୁ ଅଣଦେଖା କରିବା ଅନୁଚିତ। ଆସନ୍ତୁ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ କଳା ଝାଡ଼ା ହେବାର କାରଣ ଓ ଚିକିତ୍ସା ବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
କଳା ଝାଡ଼ା ହେବାର କାରଣ କ’ଣ? (0:00)
କଳା ଝାଡ଼ା ହେଲେ କ’ଣ ସମସ୍ୟା ହୋଇପାରେ? (3:23)
କଳା ଝାଡ଼ାର ପରୀକ୍ଷା ଓ ଚିକିତ୍ସା (5:05)
ଝାଡ଼ାର ରଙ୍ଗରୁ ଜାଣନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ (7:01)
ଜୀବନଶୈଳୀ କେମିତି ହେବା ଆବଶ୍ୟକ? (8:22)
Usually, an ulcer in the stomach and intestine causes Dark Stool. Sometimes this problem can lead to various complications. Therefore, Dark Stool should not be ignored. Let’s know more from Dr Shakti Prasad Choudhury, a Gastroenterologist.
In this Video,
Causes of Dark Stool, in Odia (0:00)
Complications with Dark Stool, in Odia (3:23)
Diagnosis & treatment of Dark Stool, in Odia (5:05)
Know about health problems from the color of your Poop/Stool, in Odia (7:01)
What should be the lifestyle? in Odia (8:22)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!