Перейти к содержимому

ଚାକିରୀ ଦେଲେନି ପିଲାଙ୍କୁ ଧାଡିରେ ଠିଆକଲେ ? | Odisha Reporter

Odisha Reporter

0:00 / 0:00

ଚାକିରୀ ଦେଲେନି ପିଲାଙ୍କୁ ଧାଡିରେ ଠିଆକଲେ ? | Odisha Reporter

6 134 просмотра · 16 часов назад
Odisha Reporter
2,99 млн подписчиков
6 134 просмотра · 16 часов назад
Appointment ଶୂନ, କିନ୍ତୁ Application ମାଳ ମାଳ । କେଉଁଠି ଆବେଦନ କରିବେ ଜାଣି ନାହାନ୍ତି, କିନ୍ତୁ ହାତରେ ଖଣ୍ଡେ ଖଣ୍ଡେ ଅଭିଯୋଗ ପତ୍ର ଧରି ଧାଡି ବାନ୍ଧିଛନ୍ତି । ଏ ବିଷମ ପରିସ୍ଥିତି ଦେଖିବାକୁ ମିଳିଛି OUSSSC କାର୍ଯ୍ୟାଳୟ ସମ୍ମୁଖରେ । 10 ବର୍ଷ ପରେ ଚାକିରି ପାଇଁ ବିଜ୍ଞପ୍ତି ବାହାରିଲା । କିନ୍ତୁ ବିଜ୍ଞପ୍ତିରେ ଏମିତି ତ୍ରୁଟି ଯେ, ଚାକିରି ପାଇଁ ପ୍ରସ୍ତୁତ କଣ ହେବେ, ଆଶାୟୀ ସିଧା ଦୌଡିଲେ କମିଶନଙ୍କ କାର୍ଯ୍ୟାଳୟ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #OUSSSC #JobAspirentsProtest or #JobDispute #OdishaJobCrisis #ExamErrors